ଗୋଟିଏ ଗୀତରୁ ରୋଜଗାର ହେଲା ୨୫ କୋଟି!

Oct 17, 2026 - 05:18
ଗୋଟିଏ ଗୀତରୁ ରୋଜଗାର ହେଲା ୨୫ କୋଟି!

"୯୦ ଦଶକର କ୍ରେଜ୍ ହିଁ କିଛି ଅଲଗା ଥିଲା।

ସେ ସମୟର ସିନେମାରେ ଯେମିତି ଦମ ଥିଲା ଗୀତ ବି ସେହିପରି ଜବରଦସ୍ତ ଓ ଲୋକପ୍ରିୟ ଥିଲା।

ସେତେବେଳର ଅନେକ ଗୀତ ଆଜି ବି ଦର୍ଶକଙ୍କୁ ଝୁମାଇବା ସହ ମନ ମୋହି ନେଉଛି।

ଆଉ ଏହି ଲିଷ୍ଟରେ "ଚୋଲି କେ ପିଛେ କ୍ୟା ହୈ"ଗୀତଟି ଚର୍ଚ୍ଚିତ ହୋଇଛି।

ପାଖାପାଖି ଦଶନ୍ଧି ପରେ ମଧ୍ୟ ଏହି ଗୀତରୁ ପ୍ରଯୋଜକ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।