ତୁହାକୁ ତୁହା ୫ଥର ବନ୍ୟା, ସବୁ ଫସଲ ନଷ୍ଟ
ମହାନଦୀ ରେ ବନ୍ୟା ପାଣି ଆସିବା ଫଳରେ କଟକ ଜିଲ୍ଲାର ମହାନଦୀ ପାର୍ଶ୍ବ ରେ ଥିବା ବିଭିନ୍ନ ତଳିଆ ଅଞ୍ଚଳ ରେ ପଶୀବାରେ ଲାଗିଛି ବନ୍ୟା ଜଳ | ବନ୍ୟା ଜଳ ଫଳରେ ଉତ୍ତର ବାଙ୍କୀ ର 5ଟି ପଂଚାୟତ, ତିଗିରିଆ ର 5 ଟି ପଂଚାୟତ ର ବିଭିନ୍ନ ଗାଁ କୁ ଯୋଗାଯୋଗ ବିଛିର୍ଣ୍ଣ ହୋଇଥିବା ବେଳେ ବଡନାଉପୂଟ, ସୋମପଡା , ହାଟ୍ଟମାଳ ଏବଂ ଗଦାଧରପୁର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଜମି ଏଵେ ଜଳାର୍ଣ୍ଣବ ହୋଇଯାଇଛି | #OTVshorts#Athagarh#Cuttack#Croploss#Flood
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।