ଧୋନିଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ୍, ନିଜ ନାଁରେ କଲେ ଥାଲାଙ୍କ ବଡ଼ ରେକର୍ଡ

Sep 25, 2026 - 16:46
ଧୋନିଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ୍, ନିଜ ନାଁରେ କଲେ ଥାଲାଙ୍କ ବଡ଼ ରେକର୍ଡ

"ଏସିଆନ୍ ଗେମ୍ସ ୨୦୨୬ର ମହିଳା ଟି-୨୦ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ।

ଏହି ବିଜୟ କେବଳ ଭାରତକୁ ସ୍ୱର୍ଣ୍ଣ ଦେଇନି, ବରଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ଏକ ବଡ଼ ରେକର୍ଡ ମଧ୍ୟ ଦେଇଛି।

ଟି-୨୦ ଫାଇନାଲ୍‌ରେ ଅଧିନାୟକ ଭାବେ ଏହା ହରମନପ୍ରୀତଙ୍କ ୧୦ମ ବିଜୟ।

ଏହା ପୂର୍ବରୁ ଏହି ରେକର୍ଡ ଏମ୍.ଏସ୍.

ଧୋନିଙ୍କ ନାଁରେ ଥିଲା।

ଧୋନି ଅଧିନାୟକ ଭାବେ ଟି-୨୦ ଫାଇନାଲ୍‌ରେ ୯ଟି ବିଜୟ ହାସଲ କରିଥିଲେ।

ହରମନପ୍ରୀତଙ୍କ ୧୦ମ ବିଜୟ ସହ ଏହି ରେକର୍ଡ ଏବେ ନିଜ ନାଁରେ କରିନେଇଛନ୍ତି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।