ଶୌଚ ପାଇଁ ଯାଇ ପୋଖୋରୀରେ ବୁଡ଼ିଗଲେ

Sep 23, 2026 - 21:40
ପାଟଣା: ପାଟଣା ଥାନା ଅଞ୍ଚଳ ଉଦୟପୁର ନିକଟ ଗଦଗଦି ଗ୍ରାମ ର ଶୁକ୍ରା ମୁଣ୍ଡା (୬୬) ପୋଖରୀ ରେ ବୁଡି ପ୍ରାଣ ହରାଇଛନ୍ତି। ସେ ଆଜି ଦିନ ୧୧ ଟା ସମୟରେ ପୋଖରୀ କୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କର ଗୋଡ ଖସି ଯିବା ରୁ ସେ ପୋଖରୀ ରେ ବୁଡି ପ୍ରାଣ ହରାଇଛନ୍ତି । ପାଟଣା ଥାନା ଅପମୃତ୍ୟୁ ମାମଲା ୫୨/୨୦୨୬ ମୂଳେ ଥାନା ଏ ଏସ ଆଇ ଧନେଶ୍ୱର ପାତ୍ର ମୃତକ ର ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।