ସରକାର ସାହାଯ୍ୟ କଲେ, ପାଠ ପଢ଼ିବି....ଉତ୍କଳ ବାଳାଶ୍ରମରୁ କାଢ଼ି ଦେବା ପରେ ଏବେ ପାଠ ପଢାରୁ ବଂଚିତ ଅନାଥ ଝିଅ ମନୀଷା l

Sep 10, 2026 - 21:22
ସରକାର ସାହାଯ୍ୟ କଲେ, ପାଠ ପଢ଼ିବି....ଉତ୍କଳ ବାଳାଶ୍ରମରୁ କାଢ଼ି ଦେବା ପରେ ଏବେ ପାଠ ପଢାରୁ ବଂଚିତ ଅନାଥ ଝିଅ ମନୀଷା l

ସରକାର ସାହାଯ୍ୟ କଲେ, ପାଠ ପଢ଼ିବି....ଉତ୍କଳ ବାଳାଶ୍ରମରୁ କାଢ଼ି ଦେବା ପରେ ଏବେ ପାଠ ପଢାରୁ ବଂଚିତ ଅନାଥ ଝିଅ ମନୀଷା l ପିଲାଟି ଦିନରୁ ବାପାକୁ ଦେଖିନି, ମାଆ ଛାଡ଼ି ଅନ୍ୟତ୍ର ବିବାହ କରି ଚାଲିଯିବା ପରେ ମନିଷା ହଷ୍ଟେଲ ରହି ପାଠ ପଢୁଥିଲା, ହେଲେ ହଷ୍ଟେଲରୁ ବହିଷ୍କୃତ ପରେ ପାଠ ପଢାରୁ ବଂଚିତ l ସରକାରୀ ସୁବିଧା ଯୋଗେଇ ଦେଲେ, ପୁଣି ହଷ୍ଟେଲରେ ରହି ପାଠ ପଢ଼ିବ ବୋଲି ଆଶା ରଖିଛି ମନୀଷା l #OTVshorts#Mohana#StudentsRequest#GovtofOdisha

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।