୧.୧୦.୨୦୨୬ ଗୁରୁବାର

Oct 01, 2026 - 16:42
୧.୧୦.୨୦୨୬  ଗୁରୁବାର

 

ମେଷ:  ଅଯଥା ଭୟ, କର୍ମକ୍ଷେତ୍ରେ  ଅଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚଆଶା ସଫଳ, ବନ୍ଧୁଲାଭ, ଦେବଦର୍ଶନ, ଶତ୍ରୁସମସ୍ୟା, ଅର୍ଥସମସ୍ୟା, ପାରିବାରିକ ବିବାଦ, ଦାମ୍ପତ୍ୟସୁଖ, ଦୂରଯାତ୍ରା ସଫଳ। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ

ବୃଷ: ଶରୀର କଷ୍ଟ, ନୂତନ କାର୍ଯ୍ୟ ବିଳମ୍ବ, ଯାତ୍ରାରେ ସତର୍କ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା, ବନ୍ଧୁ ସହଯୋଗ, ବ୍ୟବସାୟରେ ସ୍ବଳ୍ପ ଲାଭ, ସମ୍ପତ୍ତି ବିବାଦ, ଦୂରଯାତ୍ରା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା । ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪, ଆରାଧନା- ପ୍ରଭୁ ହନୁମାନ

ମିଥୁନ: କର୍ମକ୍ଷେତ୍ରେ ଲାଭ, ସମସ୍ୟା ସମାଧାନ, ବ୍ୟବସାୟରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ, ଖୁସିଖବର, ନୂତନ ବନ୍ଧୁଲାଭ, ଦୂରଯାତ୍ରା ସଫଳ, କାର୍ଯ୍ୟରେ ବିଳମ୍ବ । ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା-ମା’ ଭଗବତୀ

କର୍କଟ: ବ୍ୟବସାୟରେ ଲାଭ, ଉଚ୍ଚ ବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ଦାମ୍ପତ୍ୟଖୁସି, ଶତ୍ରୁସମସ୍ୟା, ନୂତନ କର୍ମନିଯୁକ୍ତି, ଦୂରଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ଅଯଥା ବିବାଦ, ମାନସିକ ଶାନ୍ତି, ବନ୍ଧୁଲାଭ, ସମ୍ପତ୍ତିଖୁସି। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୮, ଆରାଧନା-ମା’ ବିମଳା

ସିଂହ: କର୍ଣ୍ଣପୀଡ଼ା, ବ୍ୟବସାୟରେ ସ୍ବଳ୍ପ ଲାଭ, ସ୍ବାଦିଷ୍ଠ ଭୋଜନ, ପାରିବାରିକ ବିବାଦ, ଶତ୍ରୁସମସ୍ୟା, ଦ୍ରବ୍ୟନଷ୍ଟ, ହେବାକାର୍ଯ୍ୟ ବିଳମ୍ବ, ଦାମ୍ପତ୍ୟଖୁସି, ପୁତ୍ରପାଇଁ ଚିନ୍ତା, ବିଦ୍ୟାରେ ସଫଳତା । ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୭, ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା: ଶରୀର କଷ୍ଟ, ନୂତନ କର୍ମଲାଭ, ଦୂରଯାତ୍ରରେ କଷ୍ଟ, ବ୍ୟବସାୟରେ ସନ୍ତୁଷ୍ଟ, ପୁରାତନ ବନ୍ଧୁଦର୍ଶନ, ଗୃହେ ଉତ୍ସବ, ଶତ୍ରୁ ଦ୍ବାରା ପୀଡ଼ିତ, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ବିଦ୍ୟାରେ ଅସଫଳ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୬, ଆରାଧନା- ମା’ ଭୁବନେଶ୍ବରୀ।

ତୁଳା: କାର୍ଯ୍ୟ ସଫଳ, ମାନସିକ ଶାନ୍ତି, ବନ୍ଧୁଲାଭ, ଉଚ୍ଚଆଶା ସଫଳ, ଅନୁଷ୍ଠାନରୁ ଲାଭ, ଶତ୍ରୁ ପରାଜିତ, ଶୁଭ ଅାଲୋଚନା, ଅର୍ଥଚିନ୍ତା, ବ୍ୟବସାୟରେ ସନ୍ତୁଷ୍ଟ, ଦାମ୍ପତ୍ୟଖୁସି, ସନ୍ତାନଲାଭ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମା’ ଦକ୍ଷିଣକାଳୀ

ବିଛା: ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ଶାନ୍ତି, ଦୂରଯାତ୍ରାରେ ଲାଭ, ବନ୍ଧୁଦର୍ଶନ, ଅର୍ଥଲାଭ, ସମ୍ପତ୍ତି ଗଣ୍ଡଗୋଳ (ମାନସିକ ଅବସାଦ), ପୁରାତନ ବିବାଦର ସମାଧାନ । ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା- କୁବେର ଭଗବାନ

ଧନୁ: ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ପଦବୀଲାଭ, ଶତ୍ରୁ ପରାଜିତ, ବିବାଦମୁକ୍ତ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟଖୁସି, ନୂତନ ବ୍ୟବସାୟ, ତୀର୍ଥଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନଖୁସି, ବିଦ୍ୟାରେ ସଫଳତା। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧବଳ, ସଂଖ୍ୟା-୧୦, ଆରାଧନା- ମା’ ଭଗବତୀ

ମକର: କାର୍ଯ୍ୟରେ ଅଶାନ୍ତି, ଅଯଥାଖର୍ଚ୍ଚ, ହେବାକାର୍ଯ୍ୟ ବିଳମ୍ବ, ଅର୍ଥସମସ୍ୟା, ମାନସିକ ଅବସାଦ, ଦୂରଯାତ୍ରା ସଫଳ, ଗାଡ଼ିଚାଳନାରେ ସାବଧାନ, ଶତ୍ରୁସମସ୍ୟା, ଦେବଭକ୍ତି, ବିଦ୍ୟାରେ କଷ୍ଟ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୮, ଆରାଧନା-ମା’ ଲୋକମାତା

କୁମ୍ଭ: ଯାତ୍ରାରେ ଖୁସି, ଅର୍ଥଲାଭ, ସମ୍ପତ୍ତିଲାଭ, ଲୋକସମ୍ପର୍କ ବୃଦ୍ଧି, ଉତ୍ସବ ପ୍ରତି ଅାଗ୍ରହ, ନୂତନ ସମାଚାର, ବ୍ୟବସାୟରେ ଲାଭ, ଶତ୍ରୁସମସ୍ୟା, ଦାମ୍ପତ୍ୟସୁଖ, ମାନସିକ ଶାନ୍ତି । ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗେଣି, ସଂଖ୍ୟା-୯,  ଆରାଧନା-ଭଗବାନ ବିଷ୍ଣୁ।

ମୀନ: ପାରିବାରିକ ଶାନ୍ତି, କର୍ମେ ନିଯୁକ୍ତି, ଶୁଭଖବର, ବନ୍ଧୁଲାଭ, ସମସ୍ୟା ସମାଧାନ, େଦବଦର୍ଶନ, ବାହାରକୁ ଯାଇପାରନ୍ତି, ନୂତନ ବ୍ୟବସାୟ, ବାକିଧନ ପ୍ରାପ୍ତି, ଶତ୍ରୁ ପରାଜିତ, ଦାମ୍ପତ୍ୟସୁଖ, ସନ୍ତାନଖୁସି। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା’ ବାଟମଙ୍ଗଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।