୧୬.୯.୨୦୨୬ ବୁଧବାର

Sep 16, 2026 - 09:23
୧୬.୯.୨୦୨୬  ବୁଧବାର

 

 

ମେଷ: ଅଯଥା ଖର୍ଚ୍ଚରେ ପଶିପାରନ୍ତି, ଦୂରଯାତ୍ରାରେ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ଖୁସି, ବନ୍ଧୁକଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ଶାନ୍ତି, ଉତ୍ସବରେ େଯାଗଦାନଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା- ପ୍ରଭୁ ହନୁମାନ

ବୃଷ: ବନ୍ଧୁମିଳନ, ଶୁଭଖବର, କର୍ମକ୍ଷେତ୍ରେ ସମ୍ମାନିତ, ବନ୍ଧୁଲାଭ, ଅର୍ଥଲାଭ, ଦୂରଯାତ୍ରା ସଫଳ, ଭୂସମ୍ପତ୍ତିଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ଶତ୍ରୁ ପରାଜିତକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କେଶର, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ସ୍ବଜନ ବିରୋଧ, କର୍ମକ୍ଷେତ୍ରେ ପରିଶ୍ରମ, ବନ୍ଧୁଲାଭ, ମନ ଭାରାକ୍ରାନ୍ତ ରହିବ, ଶରୀର ସୁସ୍ଥ, ଅର୍ଥଲାଭ, ସମ୍ପତ୍ତିବିବାଦ, ବ୍ୟକ୍ତିସାହାଯ୍ୟଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ଶ୍ରୀ ଗଣେଶ

କର୍କଟ: ଅର୍ଥଲାଭ, େଦବକାର୍ଯ୍ୟରେ ଅାଗ୍ରହ, ସୁସମାଚାର, ବ୍ୟବସାୟରେ ଲାଭ, ଦ୍ରବ୍ୟଲାଭ, ଶତ୍ରୁ ପରାଜିତ, ବହୁଦିନର ଅାଶା ପୂରଣ, ଦୂରଯାତ୍ରା ସ୍ଥଗିତ, ଅତିଥÒସତ୍କାରପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ସିଂହ: କାର୍ଯ୍ୟ ପାଇଁ ଅନୁତାପ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଅର୍ଥଲାଭ, ଅନୁଷ୍ଠାନରୁ ସମ୍ମାନ ମିଳିବ, ସମ୍ପତ୍ତିସମସ୍ୟା, ଶରୀର ସୁସ୍ଥ, ବନ୍ଧୁସାହାଯ୍ୟମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

କନ୍ୟା: ଆୟରେ ଉନ୍ନତି, ଶୁଭଖବର, ଦାମ୍ପତ୍ୟସୁଖ, ପାରିବାରିକ ସାହାଯ୍ୟ, ଲୋକସମ୍ପର୍କ ବୃଦ୍ଧି, ନୂତନ ଚୁକ୍ତି ସମ୍ପାଦନ, ପିଲାଙ୍କଖୁସି, ଅଯଥା କଷ୍ଟ୤ ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ତୁଳା: ବ୍ୟବସାୟରେ ସ୍ବଳ୍ପ ଲାଭ, ଅଯଥା ଖର୍ଚ୍ଚ, ସମ୍ମାନଲାଭ, ବନ୍ଧୁସାହାଯ୍ୟ, ପାରିବାରିକ ଅଶାନ୍ତି, ସନ୍ତାନଲାଭ, ଦାମ୍ପତ୍ୟସୁଖ, କର୍ମକ୍ଷେତ୍ରେ ଅଶାନ୍ତିସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ କାର୍ତ୍ତିକ

ବିଛା: ବନ୍ଧୁଦର୍ଶନ, ବ୍ୟବସାୟରେ ଲାଭ, ଦୂରଯାତ୍ରା ସଫଳ, ସ୍ବାଦିଷ୍ଠ ଭୋଜନ, ଆଶା ସଫଳ, ଶରୀର ସୁସ୍ଥ, ସନ୍ତାନଲାଭ ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ହେବାକାର୍ଯ୍ୟକୁ ନେଇଚିନ୍ତିତ, ପାରିବାରିକ କଷ୍ଟ, ବ୍ୟବସାୟରେ ସ୍ବଳ୍ପ ଲାଭ, ସମ୍ମାନଲାଭ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟକଳହ, ଦ୍ରବ୍ୟପ୍ରାପ୍ତି, ପୁରାତନ କାର୍ଯ୍ୟରେ ଲାଭ, ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ନୃସିଂହ ଭଗବାନ

ମକର: ସ୍ବଜନ ବିରୋଧ, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ଅର୍ଥଲାଭ, େହବାକାର୍ଯ୍ୟ ବିଳମ୍ବ, ସମ୍ପତ୍ତିନଷ୍ଟ, ପାରବାରିକ ସମସ୍ୟା, ହଠାତ୍ ଦୂରଯାତ୍ରା, ମାନସିକ ଶାନ୍ତିଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାଭଗବତୀ

କୁମ୍ଭ: ଦେବଦର୍ଶନ, ବିଦେଶଯାତ୍ରା, ଅର୍ଥଲାଭ, ଖୁସିଖବର ବିବାଦ ସମାଧାନ, ମାନସିକ ଶାନ୍ତି, ବନ୍ଧୁଲାଭ, ସନ୍ତାନଖୁସି, ଦ୍ରବ୍ୟକ୍ରୟ ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ୍, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମୀନ: ବିପଦରୁ ମୁକ୍ତି, ଶୁଭ ଆଲୋଚନା, ଗୃହେ ସହାୟତା, ମାନସିକ ଶାନ୍ତି, ଶତ୍ରୁସମସ୍ୟା, ଅର୍ଥଖର୍ଚ୍ଚ, ବନ୍ଧୁସାହାଯ୍ୟ, ନୂତନ ନିଯୁକ୍ତି, ଶରୀର ସୁସ୍ଥଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।