୨୨.୯.୨୦୨୬ ମଙ୍ଗଳବାର

Sep 22, 2026 - 07:10
୨୨.୯.୨୦୨୬  ମଙ୍ଗଳବାର

 

ମେଷ:  ଦ୍ରବ୍ୟଲାଭ, ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ପାରିବାରିକ ଖୁସି, ନୂତନ ନିଯୁକ୍ତି, ବନ୍ଧୁସାହାଯ୍ୟ, ଶତ୍ରୁ ପରାଜିତ, ବ୍ୟବସାୟରେ ଲାଭଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଅାରାଧନା-ମାଭଗବତୀ

ବୃଷ: ବନ୍ଧୁ ସହଯୋଗ, ନୂତନ ଅାୟ, ମାନସିକ ଶାନ୍ତି, ଦାମ୍ପତ୍ୟଖୁସି, ଅନୁଷ୍ଠାନରୁ ଲାଭ, ଶତ୍ରୁସମସ୍ୟା, ବିଦେଶ ଭ୍ରମଣ, ଭୂସମ୍ପତ୍ତିଲାଭରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ମିଥୁନ: ଚିଡ଼ିଚିଡ଼ା ସ୍ବଭାବ, େହବାକାର୍ଯ୍ୟ ବିଳମ୍ବ, ବ୍ୟବସାୟରେ ଶତ୍ରୁ ବୃଦ୍ଧି, ବନ୍ଧୁଲାଭ, ଗୁରୁଜନେ ଅଶୀର୍ବାଦ, ଅର୍ଥଚିନ୍ତା, ଦାମ୍ପତ୍ୟକଳହ, ଭ୍ରାତୃସ୍ନେହଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା -ପ୍ରଭୁ ହନୁମାନ

କର୍କଟ: ଶରୀର ଅସୁସ୍ଥ, ହଠାତ୍ ଦୂରଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁସାହାଯ୍ୟ, କର୍ମକ୍ଷେତ୍ରେ ସ୍ଥାନାନ୍ତର, ପଦବୀଲାଭ, ବିଶିଷ୍ଟ କାର୍ଯ୍ୟରେ ଧନବ୍ୟୟ, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ୤ ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ମାଗୌରୀ

ସିଂହ: ନୂତନ କର୍ମଆରମ୍ଭ, ବ୍ୟବସାୟରେ ଉନ୍ନତି,  ଅଯଥା ଖର୍ଚ୍ଚ, େଲାକସମମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ସମ୍ପତ୍ତିଲାଭ, କର୍ମକ୍ଷେତ୍ରେ ସହଯୋଗପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାମଙ୍ଗଳା

କନ୍ୟା: ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ସହଯୋଗ, ନୂତନ ବନ୍ଧୁଲାଭ, ଯାତ୍ରା ସଫଳ, କିଛି କ୍ରୟ ବିକ୍ରୟ, ଅନୁଷ୍ଠାନରୁ ଲାଭ, ଶତ୍ରୁସସ୍ୟା, ହେବାକାର୍ଯ୍ୟ ବିଳମ୍ବ ୤ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ତୁଳା: ଶୁଭଖବର, କର୍ମକ୍ଷେତ୍ରେ ସମସ୍ୟା, ଦାମ୍ପତ୍ୟସୁଖ, ଅନୁଷ୍ଠାନରୁ ଲାଭ, ସମ୍ମାନପ୍ରାପ୍ତି, ସୁମିଷ୍ଠ ଭୋଜନ, ଦ୍ରବ୍ୟଲାଭ, ବନ୍ଧୁସାହାଯ୍ୟ, ଅର୍ଥଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ବ୍ୟୟବୃଦ୍ଧି, ମାନସିକ ଅବସାଦ, ବ୍ୟବସାୟିକ କଷ୍ଟ, ସନ୍ତାନଲାଭ, ମେଡ଼ିକାଲ ସମସ୍ୟା, ଲୋକସମ୍ପର୍କରେ ଉନ୍ନତି, ଖାଦ୍ୟପେୟରେ ବିଳମ୍ବଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ଯାତ୍ରା ଶୁଭ, ଦ୍ରବ୍ୟଲାଭ, ସମ୍ମାନପ୍ରାପ୍ତି, ଅର୍ଥଲାଭ, ଦୂରଯାତ୍ରାରେ କଷ୍ଟ, ବ୍ୟବସାୟରେ ଲାଭ, ଦେବକାର୍ଯ୍ୟରେ ସଫଳ, ସ୍ବାଦିଷ୍ଠ ଭୋଜନପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ

ମକର: ସମ୍ମାନଲାଭ, ବନ୍ଧୁସାହାଯ୍ୟ, ପାରିବାରିକ ଖୁସି, ଅର୍ଥଲାଭ, ଦେବକାର୍ଯ୍ୟ ସଫଳ, ଶତ୍ରୁ ପରାଜିତ, ମାନସିକ ଶାନ୍ତି, ଗୃହେ ଶୁଭ ଅଲୋଚନା, ଉତ୍ସବକୁ ନେଇ ଦୂରଯାତ୍ରାଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମା’  ମାଣିକେଶ୍ବରୀ

କୁମ୍ଭ: ଶୁଭଖବର, ଦ୍ରବ୍ୟଲାଭ, ସମ୍ପତ୍ତିସୁଖ, ଶୁଭ ଆଲୋଚନା, ବନ୍ଧୁଲାଭ, ପାରିବାରିକ ଶାନ୍ତି, ଦୂରଯାତ୍ରା ସଫଳ, ସ୍ବାସ୍ଥ୍ୟଲାଭ, ଲୋକସମ୍ପର୍କରେ ଉନ୍ନତି, ସ୍ବାଦିଷ୍ଠ ଭୋଜନଶତଭିଷାା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୧୦, ଆରାଧନା-ମାଦକ୍ଷିଣକାଳୀ

ମୀନ: ଶାରୀରିକ କଷ୍ଟ, େହବାକାର୍ଯ୍ୟ ବିଳମ୍ବ, ଯାତ୍ରାରେ ସତର୍କ, ବନ୍ଧୁସହଯୋଗ, ପାରିବାରିକ ବିବାଦ, ତୀର୍ଥାଟନ, େଦବଦର୍ଶନ,  ଦ୍ରବ୍ୟନଷ୍ଟ, ଶତ୍ରୁକଷ୍ଟ, ଲୋକସମ୍ପର୍କରେ ଉନ୍ନତି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ମାଗୌରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।