₹2 Crore Film Turns Blockbuster: ମାତ୍ର ୨ କୋଟିରେ ନିର୍ମିତ ସିନେମା ୧୦୦ କୋଟି ପାର, ଏବେ ୧୫୦ କୋଟି ଲକ୍ଷ୍ୟରେ
ଚତ୍ମକାର, ମ୍ୟାଜିକ ନା ଆଉ କିଛି। ୨ କୋଟିର ସିନେମା ରୋଜଗାର କଲାଣି ୧୦୦ କୋଟିରୁ ଅଧିକ। ୧୫୦ କୋଟି ଆଡ଼କୁ ମୁହାଁଇଲାଣି ଆୟ। ସାରା ଦେଶରେ ଏବେ ଚର୍ଚ୍ଚା ଗୋଟିଏ ସିନେମାକୁ ନେଇ ହନୁମାନ ଅଂଶ। ମାତ୍ର ୨ କୋଟିର ସିନେମା ଯାହା ଦୁଇ ସପ୍ତାହ ଯାଏଁ ଚାଲିଲାନି କିନ୍ତୁ ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ୧୦୦ କୋଟି ପାର କଲାଣି ଏହାର ଆୟ। ଏମିତିକି ଏହା ୧୫୦ କୋଟି ଯାଏଁ ପହଞ୍ଚିଲାଣି।
ଏବେ ବି ଅନେକ ଥିଏଟରରେ ଏହାକୁ ନେଇ ଉତ୍ସାହ ରହିଛି। ଶୋ’ ହାଉସ୍ ଫୁଲ୍ ଚାଲୁଛି। ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ବର, କଟକ ଭଳି ବିଭିନ୍ନ ସହରରେ ବି ଏହାକୁ ନେଇ ଲୋକଙ୍କ ଭିତରେ ଉତ୍ସାହ କାହିଁରେ କଣ।...ସ୍ବାଧୀନତା ଓ ତା ପରେ ନିମ୍ କରୋଲୀ ବାବା ଲକ୍ଷ୍ମୀ ନାରାୟଣ ଶର୍ମାଙ୍କ ଜୀବନୀକୁ ନେଇ ସିନେମା ନିର୍ମାଣ କରାଯାଇଛି।
୨ କୋଟିର ସିନେମା, ୧୫୦ କୋଟି ଆୟ
ଚତ୍ମକାର, ମ୍ୟାଜିକ ନା ଆଉ କିଛି
୨ କୋଟିର ସିନେମା ନିର୍ମାଣ ହୋଇଥିଲା
ଏବେ ରୋଜଗାର କଲାଣି ୧୦୦ କୋଟିରୁ ଅଧିକ
ସାରା ଦେଶରେ ଏବେ ଗୋଟିଏ ସିନେମାକୁ ନେଇ ଚର୍ଚ୍ଚା
ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ସିନେମାର ଆୟ
ଟକ୍ସିକ୍, ମିର୍ଜାପୁରକୁ ବି ପଛରେ ପକାଇଲାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।