24-Hour Rice Service Begins: ଖୋଲିଲା ତୃତୀୟ ଚାଉଳ ATM, ହିତାଧିକାରୀଙ୍କୁ ୨୪ ଘଣ୍ଟା ଯୋଗାଇବ ସେବା

Aug 31, 2026 - 15:55
24-Hour Rice Service Begins: ଖୋଲିଲା ତୃତୀୟ ଚାଉଳ ATM, ହିତାଧିକାରୀଙ୍କୁ ୨୪ ଘଣ୍ଟା ଯୋଗାଇବ ସେବା

ରାଜ୍ୟରେ ଖୋଲିଲା ତୃତୀୟ ଚାଉଳ ATM। ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ। ଭୁବନେଶ୍ବର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଚାଉଳ ATM ଖୋଲାଯାଇଛି। ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଏହି ଚାଉଳ ATM। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ATM ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ। 

ଢେଙ୍କାନାଳରେ ଖୋଲିଲା ଚାଉଳ ATM
ଖୋଲିଲା ତୃତୀୟ ଚାଉଳ ATM
ଢେଙ୍କାନାଳରେ ଚାଉଳ ATM ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ
ହିତାଧିକାରୀଙ୍କୁ ୨୪ ଘଣ୍ଟା ସେବା ଯୋଗାଇବ ଚାଉଳ ATM
ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ବର ଦେଇ ଚାଉଳ ଉଠାଇ ପାରିବେ ହିତାଧିକାରୀ
ଭୁବନେଶ୍ବର ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଛି ଚାଉଳ ATM
ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଏଭଳି ATM ଖୋଲିବା ନେଇ ମନ୍ତ୍ରୀଙ୍କ ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।