30-Foot Lord Ganesha Idol Unveiled: ୩୦ ଫୁଟ୍‌ର ବିଶାଳ ଗଜାନନ, ୭ ଦିନରେ ବଣ୍ଟାଯିବ ୨୭ ହଜାର ଲଡ଼ୁ

Sep 12, 2026 - 22:09
30-Foot Lord Ganesha Idol Unveiled: ୩୦ ଫୁଟ୍‌ର ବିଶାଳ ଗଜାନନ, ୭ ଦିନରେ ବଣ୍ଟାଯିବ ୨୭ ହଜାର ଲଡ଼ୁ

30-Foot Lord Ganesha Idol Unveiled: ୩୦ ଫୁଟ୍‌ର ବିଶାଳ ଗଜାନନ, ୭ ଦିନରେ ବଣ୍ଟାଯିବ ୨୭ ହଜାର ଲଡ଼ୁ

ଗଜାନନ ଙ୍କ ୩୦ ଫୁଟ୍‌ର ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହାସହିତ ୭ ଦିନ ଧରି ପ୍ରତିଦିନ ୩୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନ ଏବଂ କାର୍ଯ୍ୟକ୍ରମ ଅବସରରେ ୨୭ ହଜାର ଲଡ଼ୁ ବଣ୍ଟନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

author-image
Manoj Kumar Rout
12 Sep 2026 22:02 IST