₹54,000 Crore Investment for Odisha: CM Mohan Majhi Announces 20,000+ Potential Jobs
#ରାଜ୍ୟକୁ_ଆସିବ_୫୪_ହଜାର_କୋଟିର_ପୁଞ୍ଜି
ଓଡ଼ିଶାକୁ ଆସିବ ୫୪ ହଜାର କୋଟି ଟଙ୍କାର ପୁଞ୍ଜି । ମୁମ୍ବାଇରେ ଇଣ୍ଡିଆ କେମ୍ ୨୦୨୬ ଶିଳ୍ପ ସମ୍ମିଳନୀରୁ ଫେରିବା ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଇଣ୍ଡିଆ କେମ୍-୨୦୨୬ ସମ୍ମିଳନୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ମିଳନୀରେ ମୋଟ ୨୫ଟି ମିଟିଂ କରିଛି। ମୋଟ ୯ଟି MoU ସ୍ୱାକ୍ଷରିତ ହୋଇଛି। ୫୪ ହଜାର କୋଟି ଟଙ୍କାର ନିବେଶ ଆସିବା ନେଇ ସ୍ପଷ୍ଟ ହୋଇଛି। ଏହାଦ୍ବାରା ରାଜ୍ୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହୋଇଛି। ଏଥିସହ 'ଇଣ୍ଡିଆ କେମ୍'- ୨୦୨୭ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଇଣ୍ଡିଆ କେମ୍ ସମ୍ମିଳନୀ ପ୍ରତି ୨ ବର୍ଷରେ ଥରେ ଆୟୋଜନ ହେଉଛି। ଅଧିକାଂଶ ସମୟ ମୁମ୍ବାଇରେ ଅନୁଷ୍ଠିତ ହେଉଛି ସମ୍ମିଳନୀକୁ ମୁମ୍ବାଇ ବାହାରେ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇଥିବା ସିଏମ୍ ସୂଚନା ଦେଇଛନ୍ତି।
#OTVShorts#OdishaInvestment#MohanCharanMajhi#IndiaChem2026#OdishaNews#Investment#JobOpportunities#Bhubaneswar#IndustrialDevelopment#OdishaTV#OTV
Odisha is set to attract investments worth ₹54,000 crore following the India Chem 2026 industry conference in Mumbai, Chief Minister Mohan Charan Majhi has announced. The Chief Minister said he held 25 meetings during the conference, resulting in the signing of nine Memorandums of Understanding (MoUs). The proposed investments are expected to create the potential for more than 20,000 jobs in the state. He also announced that India Chem 2027 will be hosted in Bhubaneswar, with the Centre giving its approval to hold the biennial conference outside Mumbai.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।