Accident: ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ

Oct 21, 2026 - 19:40
Accident: ଟ୍ରକ୍-କାର ମୁହାଁମୁହିଁ ଧକ୍କା; ୨ ଜଣଙ୍କର ମୃତ୍ୟୁ, ୫ ଆହତ

"ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ଥାନା ଅଧୀନ କଲେଇପୋଷ କଟା ଠାରେ ଆଜି ଏକ ୧୬ ଚକିଆ ଟ୍ରକ୍‌ ଓ କାର ମୁହାଁମୁହିଁ ଧକ୍କା ହୋଇଛି।

ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ୫ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତାହତମାନେ ବରସୁଆଁ ଅଂଚଳର ହୋଇଥିବା ସୂଚନା ମିଳିଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।