Andhra Election Effect Koraput: ଭୋଟ୍ ଦେବାକୁ ଆନ୍ଧ୍ର ମୁହାଁ ଗ୍ରାମବାସୀ; ଗାଁରେ ନାହାନ୍ତି ଲୋକେ, ଘରେ ଘରେ ଝୁଲୁଛି ତାଲା
ଗାଁରେ ନାହାନ୍ତି ଲୋକେ ।
ଘରେ ଘରେ ଝୁଲୁଛି ତାଲା ।
ରାସ୍ତାଘାଟ ଶୂନଶାନ୍ ।
ଗାଁରେ ଖେଳୁଛି ନିରବତା।
ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ନୁହେଁ, ବରଂ ଆନ୍ଧ୍ର ନିର୍ବାଚନର ପ୍ରଭାବ।
ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଏପାଡ଼ ଗାଁର ଅନେକ ଲୋକ ଭୋଟ୍ ଦେବାକୁ ଆନ୍ଧ୍ରପ୍ରଦେଶ ଯାଇଛନ୍ତି।
ଫଳରେ ପୂରା ଗାଁ ଏବେ ଜନଶୂନ୍ୟ।
Advertisment ଜନଶୂନ୍ୟ ରାଏପାଡ଼ ଗାଁ ଗାଁରେ ନାହାନ୍ତି ଲୋକେ ଘରେ ଘରେ ଝୁଲୁଛି ତାଲା ରାସ୍ତାଘାଟ ଶୂନଶାନ୍ ଗାଁରେ ଖେଳୁଛି ନିରବତା ଭୋଟ୍ ଦେବାକୁ ଆନ୍ଧ୍ର ମୁହାଁ ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।