Aska MLA Saroj Padhi Shares Photo With CDO Sameer Jena: ବିବାଦ ଭିତରେ CDOଙ୍କ ସହ ବିଧାୟକଙ୍କ ଫଟୋ, ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

Nov 05, 2026 - 22:21
Aska MLA Saroj Padhi Shares Photo With CDO Sameer Jena: ବିବାଦ ଭିତରେ CDOଙ୍କ ସହ ବିଧାୟକଙ୍କ ଫଟୋ, ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ଆସ୍କା ବିଧାୟକ ଓ ସିଡିଓଙ୍କ କଳି ଭିତରେ ସାମ୍ନାକୁ ଆସିଛି ବିଧାୟକ ସରୋଜ ପାଢ଼ୀଙ୍କ ଫେସବୁକ ପୋଷ୍ଟ।

ଯେଉଁଥିରେ ସେ ସିଡିଓ ସମୀର ଜେନାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି।

ଲେଖିଛନ୍ତି, ଆଜି ଗଞ୍ଜାମ ଆରଡିସି ବିଜୟ କୁଲାଙ୍ଗେ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନାଙ୍କ ସହ ମିଶି ବନ୍ୟା ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କଲୁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।