Aska Politics Heats Up, BJD-BJP Face-Off Over Panchayat Samiti Meeting Row

Sep 12, 2026 - 05:05
Aska Politics Heats Up, BJD-BJP Face-Off Over Panchayat Samiti Meeting Row

#ଆସ୍କା_ରାଜନୀତିରେ_ତାତି #ମୁହାଁମୁହିଁ_ବିଜେଡି_ବିଜେପି
ଆସ୍କା ରାଜନୀତିରେ ବଢ଼ୁଛି ତାତି । ବିଧାୟକଙ୍କ ପୁଅ ଓ ମହିଳା ସରପଞ୍ଚଙ୍କ ମଧ୍ୟରେ କଥା କଟାକଟିକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ପଞ୍ଚାୟତ ସମିତି ବୈଠକରେ ହୋ-ହଲ୍ଲା ଓ କଥା କଟାକଟିକୁ ନେଇ ବଢୁଛି ଉତ୍ତେଜନା। ଘଟଣାକୁ ନେଇ ସରପଞ୍ଚଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ମାମଲା ତୀବ୍ର ହୋଇଛି । ଗଞ୍ଜାମ ସରପଞ୍ଚ ସଂଘ ଛତ୍ରପୁରରେ ଗଞ୍ଜାମ ଏସପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛି। ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଗଞ୍ଜାମ ବିଜେଡି ବିଧାୟକଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଛି। ଅନ୍ୟପଟେ ଏଆଇ ମାଧ୍ୟମରେ ଅଶ୍ଳୀଳ ଫଟୋ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ମହିଳା ସରପଞ୍ଚ ଓ ବିଜେଡି ନେତା । ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆସ୍କା ବିଧାୟକ ସରୋଜ ପାଢ଼ୀ । ତାଙ୍କୁ ଓ ତାଙ୍କ ପୁଅମାନଙ୍କୁ ବଦନାମ କରିବା ପାଇଁ ବିଜେଡି ଏବଂ ବିଜେଡି ସମର୍ଥିତ ମହିଳା ସରପଞ୍ଚମାନେ ଷଡ଼ଯନ୍ତ୍ର କରୁଥିବା ବିଧାୟକ କହିଛନ୍ତି ।
#AskaPolitics#BJD#BJP#SarojPadhi#Ganjam#Aska#PanchayatSamiti#PoliticalRow#OdishaPolitics#AIPhotoRow#OdishaTV#OTV

Description: Political tensions are rising in Aska over a heated exchange between the son of the Aska MLA and a woman sarpanch during a Panchayat Samiti meeting. The row escalated after the sarpanch filed a complaint at the police station, following which the Ganjam Sarpanch Association met the Ganjam SP in Chhatrapur and demanded an impartial investigation and action against those responsible. Ganjam BJD has also levelled allegations against the MLA’s son, while the woman sarpanch and BJD leaders have alleged that obscene photos created using AI are being circulated on social media. Aska MLA Saroj Padhi has denied all the allegations and claimed that BJD and BJD-backed women sarpanches are conspiring to defame him and his sons.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।