Award: ୟୁନିୟନ ବ୍ୟାଙ୍କକୁ ରାଜଭାଷା ପୁରସ୍କାର

Aug 28, 2026 - 20:12
Award: ୟୁନିୟନ ବ୍ୟାଙ୍କକୁ ରାଜଭାଷା ପୁରସ୍କାର

"ଭୁବନେଶ୍ବର: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଜାତୀୟ ବାର୍ଷିକ ରାଜଭାଷା କ୍ରିୟାନ୍ବୟନ ସମ୍ମିଳନୀରେ ପୁରସ୍କୃତ ହୋଇଛି।

ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଭାଷା ଉତ୍କୃଷ୍ଟ ପୁରସ୍କାର ବର୍ଗରେ ୟୁନିୟନ ବ୍ୟାଙ୍କର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟପାଳ ଡ.

ହରିବାବୁ କମ୍ଭମପାଟି ଓ ହିନ୍ଦୀ ପରାମର୍ଶଦାତା କମିଟିର ସଦସ୍ୟ ଡ.

ବିପିନ କୁମାରଙ୍କଠାରୁ ବ୍ୟାଙ୍କର ଭୁବେନଶ୍ବର କ୍ଷେତ୍ରୀୟ ମୁଖ୍ୟ ତୁଷାରକାନ୍ତ କର ଓ ରାଜଭାଷା ଅଧିକାରୀ ଅଜୟ କୁମାର ପ୍ରସାଦ ପୁରସ୍କାର ବାବଦ ସିଲ୍‌ଡ ଗ୍ରହଣ କରିଛନ୍ତି।Advertisment Bank Employee: ବ୍ୟାଙ୍କ କର୍ମଚାରୀଙ୍କ ନିରୀହ ବିଧବାଙ୍କୁ ଟାର୍ଗେଟ୍: ବୀମା ଟଙ୍କା ନାଁରେ ୭୦ ହଜାରରୁ ଅଧିକ ଆଦାୟ, ଦୁର୍ବ୍ୟବହାର ଓ ଅସଦାଚରଣ ନେଇ ମଧ୍ୟ ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।