Balasore’s 100-Year-Old Akhada Khela: A Unique Martial Art Tradition of Odisha
#ଦଶହରାରେ_ନିଆରା_ଆଖଡ଼ା_ଖେଳ
୧୦୦ରୁ ଅଧିକ ବର୍ଷ ହେଲା ବାଲେଶ୍ଵରର ଏହି ଅନନ୍ୟ ଲୋକକଳା ଆଖଡ଼ା ଖେଳ । କୁହାଯାଏ, ୧୯୨୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼ଃ. ହରେକୃଷ୍ଣ ମହତାବ ଆଖଡ଼ା ଖେଳ ପାଇଁ ତାଲିମ ଦେଇଥିଲେ । ଇଂରେଜଙ୍କ ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଏହି କୌଶଳ ଆପଣେଇଥିଲେ ବିଭିନ୍ନ ସାହିର ଯୁବକମାନେ । ଦଶହରା ଭସାଣୀରେ ମା’ଙ୍କ ମେଢ ସହିତ ଏହି ଖେଳ ପ୍ରଦର୍ଶନ କରାଯାଇଥାଏ । ଯୁବକ ଓ ଯୁବତୀ ମାନେ ହାତରେ ବାଡ଼ି, ବାନାଟି, ଫରି, କୁସ୍ତି, କସରତ୍, ତଲୱାର ଓ ଢାଲ ଆଦି ବିଭିନ୍ନ ପାରମ୍ପାରିକ ଜିନିଷରେ ନିଜର ଖେଳ ପ୍ରଦର୍ଶନ କରିଥାନ୍ତି।
Balasore, Odisha, is home to the unique traditional art of Akhada Khela, a martial arts and physical skill tradition that dates back more than 100 years.
#Balasore#AkhadaKhela#OdishaCulture#OdishaHeritage OdiaCulture #DurgaPuja#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।