Bhadrak: କଲେଜ ଛାତ୍ର ସଂସଦ ନିର୍ବାଚନ: ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର
"ଭଦ୍ରକ(ଡକ୍ଟର ହରିହର ନାୟକ): ଭଦ୍ରକ କଲେଜ ଛାତ୍ରସଂସଦ ନିର୍ବାଚନ ପାଇଁ ଆଜି ଥିଲା ମୁଁ କାହିଁକି ପ୍ରାର୍ଥୀ ହେଲି ମିଟିଂ।
ଗେରୁଆମୟ ହୋଇ ଉଠିଛି ଭଦ୍ରକ କଲେଜ ପରିସର।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ଓ ବି ସି ଜେ ଡି ଛାତ୍ର ସଂଗଠନ ଏଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଆଜିର ଏହି ମିଟିଂ ପାଇଁ କଲେଜ ପରିସରରେ ବିଭିନ୍ନ ଛାତ୍ର ସଂଗଠନର ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କଲେଜ ପରିସରକୁ ପ୍ରବେଶ କରୁଥିଲା ।Advertisment ଚଳଚଞ୍ଚଳ ହୋଇଛି କଲେଜ୍ ପରିସର ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ ବି ଭି ପି) ପ୍ରାର୍ଥୀଙ୍କ ପାଇଁ ଅଧିକ ଚଳଚଞ୍ଚଳ ହୋଇଛି କଲେଜ୍ ପରିସର।
ଆସନ୍ତାକାଲି କଲେଜ ଛାତ୍ର ସଂସଦ ନିର୍ବାଚନ।
ଏଥିରେ କିଏ ବିଜୟୀ ହେଉଛନ୍ତି, ତାହା ଉପରେ ରହିଛି ନଜର।
Azam Khan: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବଢ଼ିଲା ଅଡୁଆ: ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣରେ ୪୧୬ କୋଟି ଟଙ୍କାର ହିସାବ ମିଳୁନି; ଇଡି ପକ୍ଷରୁ ଏତଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।