Bhubaneswar: Rented Self-Drive Car Stolen, CCTV Helps Police Nab Accused
#କାର୍_ଚୋରିର_ନୂଆ_ଫର୍ମୁଲା
କାର୍ ଭଡ଼ା ନେଲା… ଚୋରି କଲା । ନମ୍ବର ପ୍ଲେଟ୍ ରେ କଳା ଟେପ୍ ଲଗାଇ ପୋଲିସକୁ ଚକମା ଦେବାକୁ ବି ଚେଷ୍ଟା କଲା। ହେଲେ ଚୋରର ଚାଲ୍ ଧରିଦେଲା CCTV । ରାଜଧାନୀରେ ସେଲ୍ଫ ଡ୍ରାଇଭ୍ କାର୍ ଭଡ଼ା ନେଇ ଗାଡ଼ି ଚୋରି କରିଥିବା ଅଭିଯୁକ୍ତକୁ କାବୁ କରିଛି ଚନ୍ଦକା ଥାନା ପୁଲିସ। ଚୋରି ପରେ ଗାଡ଼ିର ନମ୍ବର ପ୍ଲେଟ୍ ରେ କଳା ଟେପ୍ ଲଗାଇ ପରିଚୟ ଲୁଚାଇଥିଲା ମନଦୀପ ଚୌଧୁରୀ। କିନ୍ତୁ CCTV ଫୁଟେଜ୍ ରେ ତା’ର ଚେହେରା କଏଦ ହୋଇଯାଇଥିଲା। ଫୁଟେଜ୍ ରୁ ମିଳିଥିବା ଫଟୋକୁ ରେଣ୍ଟାଲ୍ ସର୍ଭିସ୍ ର ତଥ୍ୟ ସହ ମିଳାଇ ଅଭିଯୁକ୍ତକୁ ଚିହ୍ନଟ କଲା ପୁଲିସ। ଅଗଷ୍ଟ ୨୦ରେ ଗାଡ଼ିକୁ ଠାବ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନୁଗୋଳ ଟୁରଙ୍ଗ ଅଞ୍ଚଳର ମନଦୀପକୁ ଗିରଫ କରାଯାଇଛି। ପୂର୍ବରୁ ମଧ୍ୟ ତା’ ନାଁରେ ଲିଙ୍ଗରାଜ, ଭରତପୁର ଓ ଖଣ୍ଡଗିରି ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।
#BhubaneswarCrime#CarTheft#CCTV#ChandakaPolice#OdishaNews#OdishaTV#OTV
A man allegedly rented a self-drive car in Bhubaneswar and later stole the vehicle, even putting black tape over its number plate in an alleged attempt to conceal its identity. Chandaka Police arrested the accused, identified as Mandeep Choudhury from Turanga area of Angul. CCTV footage reportedly captured his face, following which police matched the image with rental-service records to identify him. After the vehicle was traced on August 20, police conducted raids at different locations and arrested Mandeep. Police also found that four criminal cases had previously been registered against him at Lingaraj, Bharatpur and Khandagiri police stations.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।