BJP Office-Bearers Meet: Resolution on Vande Mataram, PM Modi to Address New Team
#ବିଜେପି_ପଦାଧିକାରୀ_ବୈଠକରେ_ବଡ଼_ନିଷ୍ପତ୍ତି
ସନ୍ଧ୍ୟାରେ ବିଜେପିର ନବନିଯୁକ୍ତ ପଦାଧିକାରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଗଠିତ ନୂଆ ଟିମକୁ ସମ୍ବୋଧିତ କରିବେ । ଏହା ପୂର୍ବରୁ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନବଗଠିତ ପଦାଧିକାରୀ ଦଳର ଏକ ପରିଚୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଉଚ୍ଚସ୍ତରୀୟ ସମାବେଶରେ ଆଗାମୀ ନିର୍ବାଚନ ଲଢ଼େଇ ଏବଂ ଦଳୀୟ ଉତ୍ସବ ପାଇଁ ରଣନୀତି ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାରମ୍ଭିକ ଅଧିବେଶନ ସମୟରେ ଦଳ "ବନ୍ଦେ ମାତରମ୍" ଗାନ ସମ୍ପର୍କରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତିକୁ ଟାର୍ଗେଟ କରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଥିଲା। ‘ବନ୍ଦେ ମାତରମ’ର ୨ଟି ଷ୍ଟାଞ୍ଜା ଗାନ ନେଇ କଂଗ୍ରେସ ନିଷ୍ପତ୍ତିକୁ ବିରୋଧ କରାଯାଇଛି । ବନ୍ଦେ ମାତରମ ସମ୍ପୂର୍ଣ୍ଣ ଗାନ ନେଇ ସାରା ଦେଶରେ ବାର୍ତ୍ତା ପ୍ରଚାର ହେବ । କଂଗ୍ରେସ ତୁଷ୍ଟୀକରଣ ରାଜନୀତିକୁ ବଢ଼ାଇବାକୁ ଚାହୁଁଛି, ମାତ୍ର ବିଭାଜନ ରାଜନୀତିକୁ ବିଜେପି ବଢ଼ିବାକୁ ଦେବନି ବୋଲି କହିଛନ୍ତି ସାଂସଦ ସମ୍ବିତ ପାତ୍ର।
#BJP#NitinNabin#NarendraModi#SambitPatra#VandeMataram#BJPMeeting#Congress#IndianPolitics#PoliticalNews#BJPStrategy#OdishaTV#OTV
A newly constituted team of BJP office-bearers held an introductory meeting at the party headquarters in Delhi under the leadership of National President Nitin Nabin. The meeting discussed preparations and strategy for upcoming electoral battles and party programmes. The party also passed a resolution opposing the Congress Working Committee's decision concerning the singing of two stanzas of Vande Mataram and said a message on the complete song would be taken across the country. Prime Minister Narendra Modi is scheduled to meet and address the newly appointed office-bearers in the evening. BJP MP Sambit Patra said Congress wants to promote appeasement politics, while BJP will not allow divisive politics to grow.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।