Bollywood Actor Prabhas: ଲୁଚି ଲୁଚି ଏହି ରୋଗର ଚିକିତ୍ସା କରୁଛନ୍ତି ପ୍ରଭାସ

Aug 26, 2026 - 20:06
Bollywood Actor Prabhas: ଲୁଚି ଲୁଚି ଏହି ରୋଗର ଚିକିତ୍ସା କରୁଛନ୍ତି ପ୍ରଭାସ

"ପ୍ରଭାସଙ୍କୁ ନେଇ ଏବେ ଫ୍ୟାନ୍ସଙ୍କ ଚିନ୍ତା ବଢ଼ିଛି।

ହାଇଦ୍ରାବାଦ ହସ୍ପିଟାଲର ଅର୍ଥୋପେଡିକ୍ ଡାକ୍ତର, ପ୍ରଭାସଙ୍କ ସହ ଏକ ଫଟୋ ସେୟାର କରିବା ପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଡାକ୍ତର ନିଜ ପୋଷ୍ଟରେ ପ୍ରଭାସଙ୍କ ଚିକିତ୍ସା କରୁଥିବା ନେଇ କହିବା ସହ ତାଙ୍କ ବିଷୟରେ ଅନେକ କଥା ସେୟାର କରିଛନ୍ତି ।

ଏହି ପୋଷ୍ଟକୁ ଦେଖିବା ପରେ ହିଁ ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ  ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।