BPUT Hackathon 2026: ନିସ୍ ଇନଷ୍ଟିଚ୍ୟୁଟ୍ରେ ବିପିୟୁଟି ହାକାଥନ୍ ୨୦୨୬
ଭୁବନେଶ୍ବର: ନିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଡ୍ମିନିଷ୍ଟ୍ରେସନରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ( ବିପିୟୁଟି ) ଦ୍ବାରା ହାକାଥନ୍ ୨୦୨୬ ଆୟୋଜନ କରାଯାଇଥିଲା।
ସେଥିରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ଡ୍ରୋନ୍ ପ୍ରଦର୍ଶନ କରିଥିଲେ।
ହାକାଥନ୍ ଉଦ୍ଘାଟନରେ ବିପିୟୁଟିର ଡି ଚନ୍ଦ୍ରଶେଖର ରାଓ, ଓଡିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚର ମେକାନିକାଲ ଇଞ୍ଜିନିୟରିଂର ପ୍ରଫେସର ପ୍ରମୋଦ କୁମାର ପରିଡା ଓ ଇଲେକ୍ଟ୍ରୋପ୍ରିନ୍ୟୁୟର୍ ପାର୍କର ମୁଖ୍ୟ ବୈଷୟକ ଅଧିକାରୀ ପ୍ରସନ୍ନ ସାହୁ ଅତିଥି ଭାବେ ଯୋଗଦେଇଥିଲେ।
Advertisment ଡ୍ରୋନ୍ ପ୍ରଦର୍ଶନ ନିସ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ର ନାୟକ, ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଡ୍ମିନିଷ୍ଟ୍ରେସନ୍ ର ଅଧ୍ୟକ୍ଷ ଡକ୍ଟର ରାଜେଶ ସାଇଁ, ଏମ୍ସିଏ ବିଭାଗର ମୁଖ୍ୟ ଡକ୍ଟର ପ୍ରଭାକର ମିଶ୍ର, ଡକ୍ଟର ଶ୍ରଦ୍ଧାଞ୍ଜଳୀ ନାୟକ, ବିନିତା ଦେବଯାନୀ ମିଶ୍ର ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ଉପସ୍ଥିତ ଥିଲେ।
ChatGPT: ଚାଟ୍ଜିପିଟିରେ ପ୍ରାଇଭେଟ୍ ଚାଟ୍ କେମିତି ଲକ୍ ଓ ଅନ୍ଲକ୍ କରିବେ?
ଜାଣନ୍ତୁ ପୂରା ପ୍ରକ୍ରିୟା…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।