Bridge Approach Road Collapses: ଲଗାଣ ବର୍ଷାରେ ରାସ୍ତା ଅବସ୍ଥା ସଂକଟାପନ୍ନ: ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍
ଲଗାଣ ବର୍ଷାରେ ଦବିଲା ରାସ୍ତା। ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍। କଟକ ଜିଲ୍ଲା ସାଲେପୁର ବ୍ଲକ ବାରବରୀ କୁଅପୋଲ ଠାରେ ରାସ୍ତା ଦବିଯାଇ ଥିବାର ଦେଖିବାକୁ ମିଳିଛି। ନୂତନ ବ୍ରିଜକୁ ଲାଗିଥିବା ରାସ୍ତାଟି ଦବି ଯାଇଛି। ମାଡ଼ଙ୍ଗା-ଶିଶୁଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
- ଲଗାଣ ବର୍ଷାରେ ଦବିଲା ରାସ୍ତା
- ୪ ଫୁଟ ତଳକୁ ଦବିଲା ବ୍ରିଜର ଆପ୍ରୋଚ ରୋଡ୍
- ସାଲେପୁର ବ୍ଲକ ବାରବରୀ କୁଅପୋଲ ଠାରେ ଦବିଲା ରାସ୍ତା
- ମାଡ଼ଙ୍ଗା-ଶିଶୁଆକୁ ଯୋଗାଯୋଗ ବିଚ୍ଛିନ୍ନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।