Broken House, Big Dreams: ଭଙ୍ଗାଘରେ ବଢୁଛନ୍ତି ୫ ଡାକ୍ତର; ଅଭାବ ଓ ଅନଟନ ଭିତରେ ବିଶାଳ ସ୍ୱପ୍ନ

Sep 14, 2026 - 14:37
Broken House, Big Dreams: ଭଙ୍ଗାଘରେ ବଢୁଛନ୍ତି ୫ ଡାକ୍ତର; ଅଭାବ ଓ ଅନଟନ ଭିତରେ ବିଶାଳ ସ୍ୱପ୍ନ

ଭଙ୍ଗାଘରେ ବଢୁଛନ୍ତି ୫ ଡାକ୍ତର। ଅଭାବ ଓ ଅନଟନ ଭିତରେ ଦିନ ମଜୁରିଆ ବାପା, ୫ ପିଲାଙ୍କୁ ପଢାଉଛନ୍ତି ଡାକ୍ତରୀ ପାଠ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକର ସିକବାଡ଼ି ଗାଁର ଏହି ପରିବାରକୁ ନେଇ ଖୁବ ଚର୍ଚ୍ଚା। କାରଣ ଏହି ପିଲାଙ୍କ ବାପା ଓ ମା ଉତ୍କଟ ଅଭାବ ସତ୍ତ୍ବେ ଓ ଦାରିଦ୍ର୍ୟ ସତ୍ତ୍ବେ ସେମାନଙ୍କ ୫ ପିଲାଙ୍କୁ ପଠପଢ଼ାରେ ଡୋରି ବାନ୍ଧି ନାହାନ୍ତି। ହେଲେ ଏବେ ଏମାନଙ୍କ ପାଇଁ ଦେଖାଦେଇଛି ଅର୍ଥର ଅଭାବ।

  • ଭଙ୍ଗାଘରେ ବଢୁଛନ୍ତି ୫ ଡାକ୍ତର
  • ଅଭାବ ଓ ଅନଟନ ଭିତରେ ବିଶାଳ ସ୍ବପ୍ନ
  • ୫ ପିଲାଙ୍କୁ ପଢାଉଛନ୍ତି ଦିନ ମଜୁରିଆ ବାପା 
  • ୫ ଜଣ ପୁଅ-ଝିଅ ପଢୁଛନ୍ତି ଡାକ୍ତରୀ ପାଠ
  • ଦାରିଙ୍ଗିବାଡ଼ି ସିକବାଡ଼ିର ଗାଁର ପରିବାରକୁ ନେଇ ଚର୍ଚ୍ଚା
  • ପରିବାର ସ୍ବପ୍ନ ପୂରଣ ପାଇଁ ଏବେ ଅର୍ଥ ପ୍ରତିବନ୍ଧକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।