Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍

Sep 13, 2026 - 13:14
Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍

"ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି।

କଣ୍ଟେନରରେ ଚାଲାଣ ହେଉଥିଲା ମଇଁଷି।

ଭିନ୍ନ ଉପାୟରେ ମଇଁଷି ଚାଲାଣ ବେଳେ ମାଡ଼ି ବସିଲା ପୁଲିସ।

କଣ୍ଟେନରରୁ ୩୦ ରୁ ଅଧିକ ମଇଁଷି ଉଦ୍ଧାର।Advertisment ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରୁ ମଇଁଷିମାନଙ୍କୁ କରାଯାଉଥିଲା ଚାଲାଣ।

ବିଳମ୍ବିତ ରାତିରେ ସଦର ଥାନା ଅଂଚଳରେ ମାଡ଼ି ବସିଲା ପୁଲିସ ।୬ ମଇଁଷି ଚାଲାଣକାରୀ ଗିରଫ।

ସେମାନଙ୍କ ଭିତରୁ ୩ ସୁନ୍ଦରଗଡ଼ ଅଂଚଳର ଓ ଅନ୍ୟ ୩ ଜଣ ଉତ୍ତରପ୍ରଦେଶ ମେରଟ ଓ ସାହରାଙ୍ଗପୁର ଅଂଚଳ ର।

ଏମାନଙ୍କୁ ପୁଲିସ ଅଟକ ରଖି ଆରମ୍ଭ କରିଛି ତଦନ୍ତ ।

Rayagada: ପାଣି ଟାଙ୍କି ପରିସରରେ ଗୋହତ୍ୟା ଅଭିଯୋଗ, ୱାଚମ୍ୟାନ୍‌କୁ ଅଟକ ରଖି ପଚରାଉଚରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।