Businessman Vikas D. Nahar : ମାତ୍ର ୧୦ ହଜାରରୁ ୭୦୦ କୋଟିର ହେଲେ ମାଲିକ
ବ୍ୟବସାୟ ଆରମ୍ଭ ପାଇଁ ବଡ଼ ପୁଞ୍ଜି କିମ୍ବା ବଡ଼ ଟିମର ଆବଶ୍ୟକତା ନାହିଁ ।
ବଜାରର ଆବଶ୍ୟକତାକୁ ବୁଝି ସଠିକ ସମୟରେ ସଠିକ ପଦକ୍ଷେପ ନେଲେ ଛୋଟ ଆରମ୍ଭ ମଧ୍ୟ ବଡ଼ ସଫଳତା ଆଣିପାରେ ।
ଏହାର ଉଦାହରଣ ହେଉଛନ୍ତି ହାପିଲୋର ପ୍ରତିଷ୍ଠାତା ବିକାଶ ଡି.
ନାହାର ।
ମାତ୍ର ୧୦ ହଜାର ଟଙ୍କା ଏବଂ ଦୁଇ ଜଣ କର୍ମଚାରୀଙ୍କୁ ନେଇ ୨୦୧୬ରେ ସେ ହାପିଲୋ ଆରମ୍ଭ କରିଥିଲେ ।
ସୁସ୍ଥ ସ୍ନାକ୍ସ ଓ ଡ୍ରାଏ ଫ୍ରୁଟ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଆଜି ବଡ଼ ବ୍ରାଣ୍ଡରେ ପରିଣତ ହୋଇଛି ।
ଏବେ ଏହି କମ୍ପାନୀ ପାଖପାଖି ୭୦୦ କୋଟି ଅଧିକ ଟଙ୍କା ରୋଜଗାର କରିସାରିଲାଣି ।
ତେବେ ଏହାକୁ ତିଆରି କରିବାକୁ ସେ କେଉଁ ବିଜନେସ ଟ୍ରିକ ଆପଣାଇଥିଲେ ଆସନ୍ତୁ ଜାଣିବା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।