Canal Breach Leaves Farmlands Waterlogged: କେନାଲରେ ଘାଇ ହୋଇ ଚାଷ ଜମିରେ ପାଣି, ମରାମତି ଦାବିରେ ଚାଷୀଙ୍କ ଆନ୍ଦୋଳନ
କେନାଲରେ ଘାଇ ହୋଇ ଚାଷ ଜମିରେ ପାଣି। ଏକର ଏକର ଚାଷ ଜମିରେ ଜମି ରହିଛି ପାଣି। ଚାଷୀ କୁଳ ହତାଶ । କେନ୍ଦୁଝର ଜିଲ୍ଲା ବଡରମ୍ପାସ ଡିଷ୍ଟ୍ରିବୁଟାରୀ କେନାଲରେ ଘାଇ ହୋଇ ଅନେକ ଚାଷୀଙ୍କ ଚାଷ ଜମିରେ ପାଣି ମାଡି ଫସଲ ନଷ୍ଟ ହୋଇଛି। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ତେଣୁ ଚାଷୀମାନେ ଅଣା - ସମଣା ରାସ୍ତାର ଇଶଳା ନିକଟରେ ରାସ୍ତାରୋକ କରିଛନ୍ତି। କେନାଲ ଶୀଘ୍ର ମରାମତି କରିବାକୁ ଦାବି କରିଛନ୍ତି ଚାଷୀ।
କେନାଲରେ ଘାଇ ହୋଇ ଚାଷ ଜମିରେ ପାଣି
ଏକର ଏକର ଚାଷ ଜମିରେ ଜମି ରହିଛି ପାଣି
ଚାଷୀ କୁଳ ହତାଶ
କେନ୍ଦୁଝର ଜିଲ୍ଲା ବଡରମ୍ପାସ ଡିଷ୍ଟବୁଟାରୀ କେନାଲରେ ଘାଇ
କେନାଲ ମରାମତି କରିବାକୁ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।