Car Catches Fire: ହୁତୁହୁତୁ ହୋଇ ଜଳିଲା କାର୍, ଭିତରେ ଥିଲେ ଲୋକେ...
ରାସ୍ତାରେ ମଝିରେ ହୁତୁହୁତୁ ଜଳିଲା କାର୍। ଭୁବନେଶ୍ବର ଜୟଦେବ ବିହାର ନିକଟସ୍ଥ ପାଲ୍ ହାଇଟ୍ସ ଛକରେ ଜଳୁଛି କାର୍। ସେଭେନ ସିଟର କାର୍ ରେ ଲାଗିଲା ନିଆଁ। ଭୟରେ ଗାଡ଼ି ଛାଡ଼ି ପଳାଇଲେ ଲୋକେ।
ଏସି କମ୍ପ୍ରେଶରରୁ ସର୍ଟ ସର୍କିଟ ହୋଇଥିବା ଅନୁମାନ। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି। ଜୟଦେବ ବିହାରରୁ ଜାଭିୟର ଛକ ରାସ୍ତା ଜାମ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।