Cattle-Laden Vehicle Crashes Into Police Van: ଧକ୍କାରେ ଚୁରମାର ପୋଲିସ ଗାଡ଼ି, ୧୦ ଗୋରୁ ଉଦ୍ଧାର, ୨ ବେପାରୀ ଅଟକ

Sep 03, 2026 - 15:34
Cattle-Laden Vehicle Crashes Into Police Van: ଧକ୍କାରେ ଚୁରମାର ପୋଲିସ ଗାଡ଼ି, ୧୦ ଗୋରୁ ଉଦ୍ଧାର, ୨ ବେପାରୀ ଅଟକ

ପୋଲିସ ଗାଡ଼ିକୁ ଧକ୍କା ଦେଲା ଗୋରୁ ବୋଝେଇ ଗାଡ଼ି। ଚୁରମାର ହେଲା ପୋଲିସ ଗାଡି। ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନାର ପୋଲିସ ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୧୦ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣା ପରେ ପୋଲିସ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି। ଏଥିସହ ଦୁଇଜଣ ଗୋରୁ ବେପାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।...

ଚୁରମାର ପୋଲିସ ଗାଡ଼ି
ପୋଲିସ ଗାଡ଼ିକୁ ଧକ୍କା ଦେଲା ଗୋରୁ ବୋଝେଇ ଗାଡ଼ି
ଧକ୍କାରେ ଚୁରମାର ପୋଲିସ ଗାଡ଼ି
ଦୁର୍ଘଟଣାରେ ଗୋଟିଏ ଗୋରୁ ମୃତ, ୧୦ ଉଦ୍ଧାର
୨ ଗୋରୁ ବେପାରୀ ଅଟକ, ଗାଡ଼ି ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।