China Smash: ଚାଇନା ସ୍ମାସ୍‌: ସେମିରେ ଅଟକିଲେ ମନୁଷ-ମାନବ

Oct 09, 2026 - 13:29
China Smash: ଚାଇନା ସ୍ମାସ୍‌: ସେମିରେ ଅଟକିଲେ ମନୁଷ-ମାନବ

"ବେଜିଂ: ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ମନୁଷ ଶାହ ଓ ମାନବ ଠକ୍କର ଏଠାରେ ଚାଲିଥିବା ବିଶ୍ବ ଟେବୁଲ ଟେନିସ (ଡବ୍‌ଲ୍ୟୁଟିଟି) ଚାଇନା ସ୍ମାସ୍‌ର ସେମିଫାଇନାଲ୍‌ରୁ ବିଦାୟ ନେଇଛନ୍ତି।Advertisment ଖରାପ ପ୍ରଦର୍ଶନ କରି ପରାଜୟ ଶୁକ୍ରବାର ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ସିଧାସଳଖ ୩-୦ (୮-୧୧, ୬-୧୧, ୩-୧୧)ରେ ଦକ୍ଷିଣ କୋରିଆର ଲିମ୍‌ ଜୋଙ୍ଗହୁଁ ଓ ଓହ ଜୁନ୍‌ସୁଙ୍ଗଙ୍କଠୁ ମାତ୍ର ୨୦ ମିନିଟ୍‌ରେ ହାରି ଯାଇଥିଲେ।

ଏହି ଭାରତୀୟ ‌ଯୋଡ଼ି ପ୍ରଥମ ଗେମ୍‌ରେ କଡ଼ା ଟକ୍କର ଦେଇଥିଲେ।

ହେଲେ ପରେ ଖରାପ ପ୍ରଦର୍ଶନ କରି ପରାଜୟ ବରଣ କରିଥିଲେ।

ଏମିତିକି ଶେଷ ଗେମ୍‌ରେ ଏକଦା ୯-୧ରେ କୋରିଆ ଯୋଡ଼ି ଆଗରେ ରହି ୧୧-୩ରେ ବିଜୟୀ ହୋଇଥିଲେ।

U19 Asia Cup: ଯୁବ ଏସିଆ କପ୍‌ ନଭେମ୍ବର ୫ରୁ: ୮ରେ ଭାରତ-ପାକିସ୍ତାନ ମୁକାବିଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।