College Student Allegedly Gang-Raped in Soro, Two Accused Arrested

Sep 05, 2026 - 00:12
College Student Allegedly Gang-Raped in Soro, Two Accused Arrested

#ଛାତ୍ରୀଙ୍କୁ_ଗଣଦୁଷ୍କର୍ମ! #ସୋର_ଅଂଚଳରେ_ଲଜ୍ଜା
ବାଲେଶ୍ବର ସୋର ଅଞ୍ଚଳରେ ଲଜ୍ଜା । ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ସମୟରେ ଘଟିଛି ଏ ଲଜ୍ଜାଜନକ ଘଟଣା। ଏନେଇ ସୋର ପୋଲିସ ପୋକ୍ସୋ ଧାରାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗତକାଲି ସେ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲେ। ସେଠାରେ ପୁରୁଷବନ୍ଧୁ ଓ ତାଙ୍କର ଜଣେ ସହଯୋଗୀ ମିଶି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ବିଳମ୍ବିତ ରାତିରେ ଉଭୟ ଛାଡ଼ି ଫେରାର ହୋଇଯାଇଥିଲେ। ରାତିରେ ଛାତ୍ରୀ ଜଣକ ଅସହାୟ ଅବସ୍ଥାରେ ଛିଡ଼ା ହୋଇଥିବା ଦେଖି ଏନଏଚ୍ ପାଟ୍ରୋଲିଂ ପୋଲିସ ତାଙ୍କୁ ଉଦ୍ଧାର କରି ଘରେ ଛାଡ଼ିଥିଲା। ପୀଡ଼ିତା ଜଣକ ପରିବାର ଲୋକଙ୍କୁ ସାଥିରେ ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ ୨ ଅଭିଯୁକ୍ତକୁ ଗିରଫ କରିଛି....
#Soro#BalasoreNews#POCSOAct#CrimeNews#OdishaCrime#CollegeStudent#GangRapeCase#OdishaNews#OdishaTV#otv

A college student has allegedly been gang-raped in Soro area of Balasore district. According to the complaint, the student had gone out with her male friend when the alleged incident took place. The male friend and another associate are accused of sexually assaulting her before leaving her late at night. An NH patrolling police team later found the girl stranded and brought her safely home. Based on her written complaint filed at Soro Police Station along with her family, police registered a case under the POCSO Act and arrested the two accused. Further investigation is underway.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।