Congress Plans Grand Bhubaneswar Event: ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ଭୁବନେଶ୍ୱରରେ ବଡ଼ କାର୍ଯ୍ୟକ୍ରମ
ଅକ୍ଟୋବରରେଓଡ଼ିଶାଆସିପାରନ୍ତିରାହୁଲଗାନ୍ଧୀ । ଛାତ୍ରୋଁକିଗୁଞ୍ଜକାର୍ଯ୍ୟକ୍ରମରେଯୋଗଦେବାପାଇଁଓଡ଼ିଶାଆସିବେ । ଏନେଇସୂଚନାଦେଲେପିସିସିସଭାପତିଭକ୍ତଚରଣଦାସ । ରାହୁଲଙ୍କସହକଂଗ୍ରେସରଅନ୍ୟନେତାମଧ୍ୟକାର୍ଯ୍ୟକ୍ରମରେସାମିଲହେବେ । ଭୁବନେଶ୍ୱରରେବଡ଼କାର୍ଯ୍ୟକ୍ରମଆୟୋଜନକରିବକଂଗ୍ରେସ । ସେଥିରେ୨୦ହଜାରଯୁବକ ଯୋଗଦେବେବୋଲିପିସିସିସଭାପତିସୂଚନାଦେଇଛନ୍ତି ।
ଜାନୁଆରୀଓଫେବୃଆରୀଭିତରେରାହୁଲଗାନ୍ଧୀଙ୍କସମେତପ୍ରିୟଙ୍କାଗାନ୍ଧୀଓକର୍ଣ୍ଣାଟକମୁଖ୍ୟମନ୍ତ୍ରୀଓଡ଼ିଶାଆସିବେ । ପଞ୍ଚାୟତନିର୍ବାଚନକୁଦୃଷ୍ଟିରେରଖିଅକ୍ଟୋବର୨ତାରିଖରୁପଦଯାତ୍ରାକରିବ୍ଲକଘେରାଓକରିବକଂଗ୍ରେସ । ଅକ୍ଟୋବର୨ତାରିଖରୁନବରଙ୍ଗପୁରରେପଦଯାତ୍ରାଆରମ୍ଭହେବବୋଲିପିସିସିସଭାପତିକହିଛନ୍ତି।
ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ
ଛାତ୍ରୋଁ କି ଗୁଞ୍ଜ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ
ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ରାହୁଲଙ୍କ ସହ କଂଗ୍ରେସର ଅନ୍ୟ ନେତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ
ପ୍ରିୟଙ୍କା ଗାନ୍ଧୀ, ଖଡ୍ଗେ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।