Country Liquor Bottling Racket Busted: ଦାମୀ କାରରେ ମଦ ଚାଲାଣ, ବଡ଼ ରାକେଟ୍‌ର ପର୍ଦ୍ଦାଫାସ; ୭ ଗିରଫ

Sep 03, 2026 - 15:56
Country Liquor Bottling Racket Busted: ଦାମୀ କାରରେ ମଦ ଚାଲାଣ, ବଡ଼ ରାକେଟ୍‌ର ପର୍ଦ୍ଦାଫାସ; ୭ ଗିରଫ

ବନ୍ଧୁକ ଧରି ଦେଶୀ ମଦ ବେପାର ! ଦାମୀ କାରରେ ଚାଲିଥିଲା ମଦ କାରବାର। ରାଜଧାନୀରେ ଅବକାରୀ ବିଭାଗର ବଡ଼ ଅପରେସନ୍। ବନ୍ଧୁକ ଜବତ ସହ ୭ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ୪ଟି ଦାମୀ କାର ଓ ୩ଟି ବାଇକ୍ ଜବତ କରିଛି ଅବକାରୀ ଟିମ୍। ଜବତ ହୋଇଛି ପ୍ରାୟ ୫ ହଜାର ଲିଟର ଦେଶୀ ମଦ।

ଆଠଗଡ଼ରୁ ଦେଶୀ ମଦ ଆଣି ବାଲିପାଟଣାରେ ହେଉଥିଲା ବଟଲିଂ। ପରେ ଅଭିଯୁକ୍ତ ମାନେ ଦାମୀ କାରରେ ଦେଶୀ ମଦ ଚାଲାଣ କରୁଥିଲେ । ଏହି ସମୟରେ ଚଢ଼ାଉ କରି ବଡ଼ ଧରଣର ମଦ କାରବାରର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର ଅବକାରୀ ବିଭାଗ। 

ବନ୍ଧୁକ ଧରି ଦେଶୀ ମଦ ବେପାର !

ରାଜଧାନୀରେ ବନ୍ଧୁକ ଧରି ଦେଶୀ ମଦ ବେପାର 
ଦେଶୀ ମଦ ବେପାରୀଙ୍କ ବନ୍ଧୁକ ଜବତ
ଦାମୀ କାରରେ ଚାଲିଥିଲା ମଦ କାରବାର
ବନ୍ଧୁକ ଜବତ ସହ ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ
୪ଟି ଦାମୀ କାର ଓ ୩ଟି ବାଇକ୍ ଜବତ 
ଜବତ ହେଲା ପ୍ରାୟ ୫ ହଜାର ଲିଟର ଦେଶୀ ମଦ
ଆଠଗଡ଼ରୁ ଆସୁଥିଲା ଦେଶୀ ମଦ, ବାଲିପାଟଣାରେ ବଟଲିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।