Cricket: ଅର୍ଶଦୀପଙ୍କ ଖୋଲା ପ୍ରେମ

Sep 29, 2026 - 13:07
Cricket: ଅର୍ଶଦୀପଙ୍କ ଖୋଲା ପ୍ରେମ

"ଆଇଚି-ନାଗୋୟା: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳର ଆକ୍ସନ ଆରମ୍ଭ ହୋଇପାରିନାହିଁ।

କ୍ବାର୍ଟରଫାଇନାଲ୍‌ ପର୍ଯ୍ୟାୟରୁ ଅଭିଯାନ ଆରମ୍ଭ କରିବାକୁ ଥିଲେ ମଧ୍ୟ ଏହା ବର୍ଷାରେ ଧୋଇଯିବାରୁ ଶ୍ରେୟସ ଆୟରଙ୍କ ସେମିଫାଇନାଲ୍‌ରେ ପହଞ୍ଚିଯାଇଛି।

ଏହି ଅପ୍ରତ୍ୟାଶିତ ବିରାମ କିନ୍ତୁ ଦଳର ବାମହାତି ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ମଜାମସ୍ତି କରିବାକୁ ଅପୂର୍ବ ସୁଯୋଗ ଆଣି ଦେଇଛି।

Advertisment କୋଟି କୋଟିଙ୍କ ହୃଦୟ ଜିତିଯାଇଛନ୍ତି ଅର୍ଶଦୀପ ବିଶେଷ କରି କେବେ ବି ବ୍ୟକ୍ତିଗତ ଜୀବନକୁ ଖୋଲା ଖୋଲି ପ୍ରକାଶ କରୁନଥିବା ଅର୍ଶଦୀପ ଜାପାନରେ ନିଜ ପ୍ରେମିକା ସମରୀନ୍‌ କୌରଙ୍କ ସହ ରୋମାଣ୍ଟିକ ସମୟ କାଟିଛନ୍ତି।

ଏହାର କିଛି ଫଟୋ ବି ସେ ସେୟାର କରି ପ୍ରଶଂସକଙ୍କୁ ଚମତ୍କୃତ କରି ଦେଇଛନ୍ତି। "କୋନିଚିୱା (ଜାପାନୀଜ୍‌ ଭାଷାରେ "ହେଲୋ"), ସି ଇଜ୍‌ ମାଇଁ ଡିଭା (‌ସେ ମୋ ସୁନ୍ଦରୀ)" ଶିରୋନାମାରେ ଫ‌ଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଛାଡ଼ି କୋଟି କୋଟିଙ୍କ ହୃଦୟ ଜିତିଯାଇଛନ୍ତି।

ଏବେ ବି ବଳବତ୍ତର ରହିଛି କ୍ରିକେଟ୍‌ ରୋମାଞ୍ଚ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।