Cyclone Arnab Changes Direction During Landfall: ଲ୍ୟାଣ୍ଡଫଲ୍ ପରେ ବି ଥମୁନି ଅର୍ଣ୍ଣବ, ଆଜି ଓଡ଼ିଶାରେ ଛେଚିବ ବର୍ଷା!

Oct 28, 2026 - 15:47
Cyclone Arnab Changes Direction During Landfall: ଲ୍ୟାଣ୍ଡଫଲ୍ ପରେ ବି ଥମୁନି ଅର୍ଣ୍ଣବ, ଆଜି ଓଡ଼ିଶାରେ ଛେଚିବ ବର୍ଷା!

ଲ୍ୟାଣ୍ଡଫଲ ପରେ ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ଅର୍ଣ୍ଣବ।

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ।

ଏହା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଉଛି।

ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବ।

ଛତିଶଗଡ଼କୁ ଲାଗିଥିବା ଜିଲ୍ଲାମାନଙ୍କରେ ୪୫ରୁ ୫୫ କିମି ପବନ ବହିବ।

ନଦୀରେ ଜଳସ୍ତର ବଢ଼ିବ, ସହର ମଧ୍ୟ ଜଳାର୍ଣ୍ଣବ ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ଉପକୂଳ ଅତିକ୍ରମ କରିଥିଲେ ବି ବେଶୀ ଦୂରକୁ ଯାଇନି।

ଲ୍ୟାଣ୍ଡଫଲ୍ ବେଳେ ଦିଗ ପରିବର୍ତ୍ତନ କରିବାରୁ ୬ ଘଣ୍ଟା ସମୟ ଲାଗିଲା।

Advertisment ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା: IMD ଡିଜି ଆଜି ଓଡ଼ିଶାରେ ସର୍ବାଧିକ ବର୍ଷା ନେଇ IMD ଡିଜିଙ୍କ ସୂଚନା କିଛି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା ରହିଛି ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ବର୍ଷା ଆକଳନ କରାଯାଉଛି ଦକ୍ଷିଣ ଓଡ଼ିଶାରେ ୮୦ରୁ ୯୦ କିମି ପର୍ଯ୍ୟନ୍ତ ପବନ ବହିବ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାମାନଙ୍କରେ ୪୫ରୁ ୫୫ କିମି ପବନ ନଦୀରେ ଜଳସ୍ତର ବଢ଼ିବ, ସହର ମଧ୍ୟ ଜଳାର୍ଣ୍ଣବ ହୋଇପାରେ ବାତ୍ୟା ଉପକୂଳ ଅତିକ୍ରମ କରିଥିଲେ ବି ବେଶୀ ଦୂରକୁ ଯାଇନି ଲ୍ୟାଣ୍ଡଫଲ୍ ବେଳେ ଦିଗ ପରିବର୍ତ୍ତନ କରିବାରୁ ୬ ଘଣ୍ଟା ବିତିଲା ଆଣ୍ଡାମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଛି ଲଘୁଚାପର ରୂପ ନେବ, ପରବର୍ତ୍ତୀ ସ୍ଥିତି ନେଇ ଆକଳନ ହୋଇନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।