Cyclone Murasu Intensifies: ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’; ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି

Nov 01, 2026 - 14:13
Cyclone Murasu Intensifies: ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’; ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି

ସୃଷ୍ଟି ହେଲା ବାତ୍ୟା 'ମୁରାସୁ'।

ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି।

ଆସନ୍ତା ୨୪ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ।

୨୦ କିମି ବେଗରେ ଆଗକୁ ବଢୁଛି ବାତ୍ୟା।

୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା।

ନେଲୁର ଏବଂ ନରସାପୁର ମଧ୍ୟରେ ବାତ୍ୟା 'ମୁରାସୁ' ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

Advertisment ସେତେବେଳେ ବାତ୍ୟାର ତୀବ୍ରତା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ଥିବ।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୧୦କିମି ରହିପାରେ।

ଝଟକା ପବନ ୧୨୦କିମି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ସୃଷ୍ଟି ହେଲା ବାତ୍ୟା 'ମୁରାସୁ' ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି ଆସନ୍ତା ୨୪ ଘଣ୍ଟାରେ ହୋଇପାରେ ଭୀଷଣ ବାତ୍ୟା ୨୦ କିମି ବେଗରେ ଆଗକୁ ବଢୁଛି ବାତ୍ୟା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।