Cyclone ‘Murasu’ to Intensify Into Severe Storm: ଭୀଷଣ ବାତ୍ୟା ହେବ ‘ମୁରାସୁ’, ୩ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ

Nov 01, 2026 - 08:23
Cyclone ‘Murasu’ to Intensify Into Severe Storm: ଭୀଷଣ ବାତ୍ୟା ହେବ ‘ମୁରାସୁ’, ୩ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ

ଭୀଷଣ ବାତ୍ୟା ହେବ 'ମୁରାସୁ'।

ସମ୍ଭାବ୍ୟ ବାତ୍ୟା 'ମୁରାସୁ' ଗଭୀର ଅବପାତ ପରେ ବଙ୍ଗୋପସାଗରରେ ଆଜି ହେବ ବାତ୍ୟା।

ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।

୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ଭୀଷଣ ବାତ୍ୟା।

Advertisment ଏହା ଆନ୍ଧ୍ରର ନେଲୁର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୧୦କିମି ରହିପାରେ।

ଝଟକା ପବନ ୧୨୦କିମି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।