Delhi-NCR Pollution Alert: Coal and Firewood Banned in Tandoors at Hotels and Restaurants
ଦିଲ୍ଲୀରେ ଚିନ୍ତା ବଢାଇବାରେ ଲାଗିଛି ବାୟୁପ୍ରଦୂଷଣ । ଆଜି ଏକ୍ୟୁଆଇ ୨୮୦ରୁ ଅଧିକ ରେକର୍ଡ କରାଯାଇଛି । ବଢୁଥିବା ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦିଲ୍ଲୀ ଏନସିଆରରେ ଗ୍ରାପ ୧ ଲାଗୁ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ହୋଟେଲ, ରେଷ୍ଟୁରାଣ୍ଟରେ ତନ୍ଦୁରରେ କୋଇଲା ଏବଂ ଜାଳେଣି କାଠ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ଡିଜେଲ ଜେନେରେଟର ବ୍ୟବହାର ପାଇଁ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇଛି।
#DelhiPollution#DelhiAQI#DelhiNCR#AirPollution#GRAPStage1#DelhiSmog#AirQualityIndex#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।