Delhi Police Arrests Three CJP Leaders: ଜନ୍ତରମନ୍ତରରେ କ’ଣ ଘଟିଲା ? CJPର ୩ ନେତାଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
୩ CJP ନେତା ଗିରଫ। କକ୍ରୋଚ ଜନତା ପାର୍ଟିର ୩ ନେତା ଗିରଫ ହୋଇଛନ୍ତି। ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଆଜିଙ୍କ୍ୟ ସିନ୍ଦେଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ବିନା ଅନୁମତିରେ ଜନ୍ତରମନ୍ତରରେ ପ୍ରବେଶ ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସ ଦ୍ବାରା CJPର ୩ ନେତା ଗିରଫ ହୋଇଛନ୍ତି। CJPର ମୁଖପାତ୍ର ହେଉଛନ୍ତି ସୌରଭ ଦାସ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।