Devotees Rush Towards Puja Pandal as Tragedy Strikes Kolkata

Oct 18, 2026 - 00:05
Devotees Rush Towards Puja Pandal as Tragedy Strikes Kolkata

#ପୂଜା_ମଣ୍ଡପକୁ_ହଠାତ୍_ମାଡ଼ି_ଆସିଲେ
ପାର୍ବଣ ବେଳେ କୋଲକାତାରେ ବଡ଼ ଅଘଟଣ। କୋଲକାତା ଚୋରବାଗାନ ସାର୍ବଜନୀନ ପୂଜା ମଣ୍ଡପ ଭାଙ୍ଗି ଯିବାରୁ ଦଳଚକଟା ପରିସ୍ଥିତି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦଳାଚକଟାରେ ୪୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସପ୍ତମୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ଯୋଗୁଁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଆହତ ଶ୍ରଦ୍ଧାଳୁମାନଙ୍କୁ କୋଲକାତାର ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଘଟଣ ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ମମତା ବାନାର୍ଜୀ ଟ୍ବିଟ୍ କରି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସପ୍ତମୀ ପୂଜାରେ ପୁରା କୋଲକାତା ସହର ଓ ପଶ୍ଚିମ ବଙ୍ଗରେ ଉତ୍ସବର ମାହୋଲ ବେଳେ ଏଭଳି ଅଘଟଣ ଉତ୍ସବର ପରିବେଶକୁ ଫିକା କରି ଦେଇଛି।
#Kolkata#KolkataStampede#DurgaPuja#PujaPandal#Chorbagan#WestBengal#StampedeIncident#FestivalTragedy#PublicSafety#DurgaPujaUpdate#OdishaTV#OTV

A major tragedy struck Kolkata during Durga Puja after the Chorbagan Sarbojanin Puja pandal reportedly collapsed, triggering a stampede. At least 17 people were killed and more than 40 devotees injured. Heavy crowds on Saptami evening are suspected to have contributed to the incident. The injured have been admitted to various hospitals across Kolkata. The West Bengal Chief Minister reached the spot to assess the situation, while Union Home Minister Amit Shah and West Bengal Leader of Opposition Mamata Banerjee expressed grief over the tragedy on social media. The incident cast a shadow over the festive celebrations across Kolkata and West Bengal.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।