Drain Water Enters Homes: ଲଗାଣ ବର୍ଷାରେ ଚାରିଆଡେ ପାଣି; ରାସ୍ତାରେ ନାଳ ନର୍ଦ୍ଦମା ପାଣି, ଘରେ ଡ୍ରେନ ପାଣି
ଘରେ ପଶିଲାଣି ଡ୍ରେନ ପାଣି ଲଗାଣ ବର୍ଷାରେ ଚାରିଆଡେ ଖାଲି ପାଣି ଆଉ ପାଣି। କେନ୍ଦୁଝର ସହରରେ ବିଭିନ୍ନ ଜାଗାରେ ବର୍ଷା ପାଣି ଜମି ରହିଛି। ରାସ୍ତାରେ ଲହଡି ମାରୁଛି ନାଳ ନର୍ଦ୍ଦମା ପାଣି। ଘରେ ପଶିଲାଣି ଡ୍ରେନ ପାଣି। ଘରୁ ପାଣି ବାହାର କରି କରି ନାକେଦମ ହେଲେଣି ।
ଘରେ ପାଣି ପସିବା ଫଳରେ ନିତ୍ୟକର୍ମ ଠାରୁ ଆରମ୍ଭ କରି ରୋଷେଇ ସବୁ କିଛି ବନ୍ଦ ହୋଇଯାଇଛି । କରଞ୍ଜିଆ ବସଷ୍ଟାଣ୍ଡଠାରୁ ମାଇନିଂ ରାସ୍ତା , ଧୋବାଡିହା ରାସ୍ତାରେ ବର୍ଷପାଣି ଲହଡି ମାରୁଛି । ସେହିପରି କାଶିପୁରର ବ୍ୟାଙ୍କ କଲୋନୀ, ସ୍ପଞ୍ଚ କଲୋନୀ ଆଦିରେ ଘରେ ପାଣି ପଶିଛି।
- ଲଗାଣ ବର୍ଷାରେ ଚାରିଆଡେ ପାଣି
- କେନ୍ଦୁଝର ସହରରେ ବିଭିନ୍ନ ଜାଗାରେ ଜଳବନ୍ଦୀ ସ୍ଥିତି
- ରାସ୍ତାରେ ଲହଡି ମାରୁଛି ନାଳ ନର୍ଦ୍ଦମା ପାଣି
- ଘରେ ପଶିଲାଣି ଡ୍ରେନ ପାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।