Drug Racket Busted: ଜବତ ହେଲା କୁଇଣ୍ଟାଲେ ଗଞ୍ଜେଇ, ଭଡା ଘରେ ଚାଲିଥିଲା କାରବାର

Sep 04, 2026 - 16:08
Drug Racket Busted: ଜବତ ହେଲା କୁଇଣ୍ଟାଲେ ଗଞ୍ଜେଇ, ଭଡା ଘରେ ଚାଲିଥିଲା କାରବାର

ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ବଡଧରଣର ରେଡ୍। ଆନୁମାନିକ ୧କୁଇଣ୍ଟାଲ ଗଞ୍ଜେଇ ଜବତ। ୧୭୬ଟି ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଛି । ଫାର୍ମାସୀ କଲେଜ ନିକଟରେ ଥିବା ଜଣେ କଣ୍ଟ୍ରାକ୍ଟରଙ୍କ ଘର ଭଡ଼ାରେ ନେଇ ଦୁଇଜଣ ଗଞ୍ଜେଇ କାରବାର କରୁଥିଲେ। 

ପେଣ୍ଠକଟା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଦୁଇ ଅଭିଯୁକ୍ତ କାର୍ତ୍ତିକେଶ୍ବର ସାମନ୍ତାରାଏ ଓ ଦେବେନ୍ଦ୍ର ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ସେମାନେ ପ୍ୟାକେଟ କରି ଗଞ୍ଜେଇ ସପ୍ଳାଇ କରୁଥିବା ଅଭିଯୋଗ ହୋଇଛି । ସେମାନେ ବିଭିନ୍ନ ସ୍ଥାନରେ ଡିପୋ କରିଥିବା ପୋଲିସ ସୂଚନା ପାଇଛି । ସେ ସମସ୍ତ ସ୍ଥାନରେ ଚଢ଼ାଉ କରାଯିବ ବୋଲି ପୋଲିସ କହିଛି ।.... 

ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ବଡଧରଣର ରେଡ୍ 
ଆନୁମାନିକ ୧ କୁଇଣ୍ଟାଲ ଗଞ୍ଜେଇ ଜବତ 
୧୭୬ଟି ପ୍ୟାକେଟ୍ ଗଞ୍ଜେଇ ଜବତ  
ଦୁଇ ଅଭିଯୁକ୍ତ ଅଟକ 
ପ୍ୟାକେଟ କରି ଗଞ୍ଜେଇ ଯୋଗାଣ କରୁଥିବା ଅଭିଯୋଗ 
ବିଭିନ୍ନ ସ୍ଥାନରେ ଡିପୋ କରିଥିବା ଅଭିଯୋଗ  
ଡିପୋରେ ଚଢାଉ କରାଯିବ : ପୋଲିସ  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।