Education: କେଇସିରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍

Aug 08, 2026 - 23:24
Education: କେଇସିରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍

"ଭୁବନେଶ୍ୱର: କୃପାଜଳ ଇଞ୍ଜିନିୟରିଂ କଲେଜ (କେଇସି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ "ଏଜେଣ୍ଟିକ୍ ଏଆଇ ଏବଂ ଡାଟା ଆନାଲିଟିକ୍ସ: ଇମର୍ଜିଂ ଟୁଲ୍ସ ଆଣ୍ଡ ଆପ୍ଲିକେସନ୍ସ" ଶୀର୍ଷକ ଏକ ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭେଲପମେଣ୍ଟ ପ୍ରୋଗ୍ରାମ୍ (ଏଫ୍‌ଡିପି) ଆୟୋଜନ କରାଯାଇଛି।

Advertisment ବିଭିନ୍ନ ଅନୁଷ୍ଠାନର ଅଧ୍ୟାପକ, ଗବେଷକ ଓ ଶିକ୍ଷାବିତ୍‌ମାନେ ଏଆଇ ଓ ଡାଟା ଆନାଲିଟିକ୍ସ କ୍ଷେତ୍ରରେ ହେଉଥିବା ଅତ୍ୟାଧୁନିକ ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି।

କଲେଜର ଅଧ୍ୟକ୍ଷ ଡ.

ଭବାନୀ ଚରଣ ରଥଙ୍କ ନେତୃତ୍ୱ ଏବଂ ନିର୍ଦ୍ଦେଶକ ଡ.

ବିଭୂତି ଭୂଷଣ ରଥଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି।

Dead: ଆଦିବାସୀ ଯୁବ ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ କଲେଜର ପ୍ରିନ୍ସିପାଲ୍ ଡ.

ଶୁଭେନ୍ଦୁ କୁମାର ପାଣି ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ନିମନ୍ତ୍ରିତ ବିଶେଷଜ୍ଞମାନେ ବାସ୍ତବ ଜୀବନର ସମସ୍ୟା ସମାଧାନ ଏବଂ ଶିକ୍ଷା, ଗବେଷଣା ଓ ଉଦ୍ୟୋଗ କ୍ଷେତ୍ରକୁ ଏକ ନୂଆ ରୂପ ଦେବାରେ ଏଜେଣ୍ଟିକ୍ ଏଆଇ, ମେସିନ୍ ଲର୍ନିଂ ଏବଂ ଡାଟା ଆନାଲିଟିକ୍ସର ପରିବର୍ତ୍ତନକାରୀ ଭୂମିକା ଉପରେ ଆଲୋକପାତ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।