Farmers, Don't Worry! AgriStack Registration Won't Affect Paddy Procurement: CM Majhi

Aug 15, 2026 - 18:55
Farmers, Don't Worry! AgriStack Registration Won't Affect Paddy Procurement: CM Majhi

#ଚାଷୀ_ହେବେ_ମାଲାମାଲ୍
#ମୁଖ୍ୟମନ୍ତ୍ରୀ_କହିଲେ...
ଆମ ପାଇଁ ଚାଷୀମାନେ କେବଳ କୃଷକ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା। ତାଙ୍କର ଆୟ ବୃଦ୍ଧି ନ ହେଲେ ରାଜ୍ୟର ଅର୍ଥନୀତି ସୁଦୃଢ ହୋଇ ପାରିବ ନାହିଁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ୩୧୦୦ ଟଙ୍କାରେ ଧାନ କିଣା, ପି.ଏମ୍ କିଷାନ୍ ଓ ସି.ଏମ୍ କିଷାନ୍ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କାର ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମତ୍ସ୍ୟଜୀବୀ ଓ ପ୍ରାଣିପାଳକ ମାନଙ୍କ ପାଇଁ ଯୋଜନା ଜରିଆରେ ପ୍ରତ୍ଯେକ କୃଷକ ପରିବାରର ଆୟରେ, ଆଖି ଦୃଶିଆ ଭାବେ ବୃଦ୍ଧି ହୋଇଛି। ଆଗାମୀ ଦିନରେ, ଏହା ଅଧିକ ବୃଦ୍ଧି କରିବାକୁ ଯାହାସବୁ ସମ୍ଭବ, ଆମ ସରକାର ତାହା ପୂରଣ କରିବା ପାଇଁ ବଦ୍ଧପରିକର । - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
#AgriStack#PaddyProcurement#Farmers#OdishaFarmers#PaddyPrice#PMKISAN#CMKISAN#FarmerSupport#OdishaNews#MohanCharanMajhi#OdishaTV#OTV

Odisha Chief Minister Mohan Charan Majhi has clarified that AgriStack registration has no connection with P-PAS registration for paddy procurement. He said farmers need not worry that AgriStack-related issues could affect their ability to sell paddy. P-PAS will continue to be used for paddy procurement as in previous years.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।