Fire: ପାନପୋଷ ମାର୍କେଟରେ ଜଳିଗଲା ଚାରି ଦୋକାନ
"ରାଉରକେଲା: ଗତକାଲି ରାତି ପ୍ରାୟ ଦେଢ଼ଟା ବେଳେ ଦୋକାନ ପାଖରେ କିଛି ଲୋକ ଭୋଜି କରୁଥିଲେ l ହଠାତ ନିଆଁଗୋଟିଏ ଦୋକାନରେ ଲାଗି ଯାଇଥିଲା l ପରେ ନିଆଁ ଅନ୍ୟ ତିନିଟି ଦୋକାନକୁ ବ୍ୟାପି ଯାଇଥିଲା l ଶଙ୍କର ସାହୁ, ବିପିନ ସାହୁ, ଉପେନ୍ଦ୍ର ସାହୁ ଓ ମହାକାମ ଭୂମିଜଙ୍କ ତେଜରାତି ଦୋକାନ ସମେତ ଆଳୁ ପିଆଜ, ଏମିତି ଚାରିଟି ଦୋକାନ ଜଳି ଯାଇଛି lAdvertisment ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି ଦୁଇଟି ଦମକଳ ନିଆଁକୁ ଆୟତ୍ତ କରିଥିବାରୁ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି l Elephant Attack: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଦଳିଦେଲା ହାତୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।