Fire: ଗାଡ଼ିରେ ସୋ’ରୁମ୍ରେ ଅଗ୍ନିକାଣ୍ଡ, ୧୦ଟି ବାଇକ୍ ପୋଡ଼ି ପାଉଁଶ
"ବାଲେଶ୍ଵର: ବାଲେଶ୍ଵର ସହରର ସହଦେବଖୁଣ୍ଟା ଠାରେ ଥିବା ହିରୋ ସୋ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଅଗ୍ନିଶମ ବାହିନୀ ଟିମ୍ ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁଯାୟୀ ୧୦ଟି ବାଇକ୍ ଜଳି ଯାଇଛି।Advertisment ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।