Firefighters Battle Intense Blaze: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରୁ ବାଲେଶ୍ୱର ରେଷ୍ଟୁରାଣ୍ଟରେ ଭୟଙ୍କର ନିଆଁ
ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୋଟେଲରେ ଲାଗିଲା ନିଆଁ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ଲାଗିଛି ଭୟଙ୍କର ନିଆଁ। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ନିଆ ଧିରେ ଧିରେ ପୂରା ହୋଟେଲକୁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପୂରା ରେଷ୍ଟୁରାଣ୍ଟ ଜଳିଯାଇଥିବା ଜଣାପଡ଼ିଛି।
ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ଖବର ପାଇ ନିଆଁ ଲିଭାଇବାକୁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ନିଆଁର ତୀବ୍ରତା ଅତି ଜୋର ଥିବାରୁ ନିଆଁ ଲିଭାଇବାକୁ ପରିଶ୍ରମ କରିବାକୁ ପଡିଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାପଡିଛି।...
ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ରେଷ୍ଟୁରାଣ୍ଟ
ବାଲେଶ୍ୱର ଓଟି ରୋଡ୍ ରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ନିଆଁ
ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଛି
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ନିଆଁ ଲିଭା ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।