Floodwater Inundates Multiple Villages in Kalahandi as Hati River Swells
#ଚାରିଆଡ଼େ_ହାହାକାର_ଏକାଧିକ_ଗାଁ_ ଜଳବନ୍ଦୀ
ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି। ହାତୀ ନଦୀରେ ଜଳସ୍ତର ବଢ଼ିବା ପରେ କଲମପୁର ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ପାଣି ପଶିଛି। ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଏକାଧିକ ଗାଁ ମଧ୍ୟ ଜଳବନ୍ଦୀ ହୋଇଛି। କଲମପୁର ବ୍ଲକର ବାଲିଛଡା, ବିରିପୁର, ମାଟିକାଲ, ପଙ୍କାପଲା ଓ ଟେମରା ଭଳି ଅନେକ ଗାଁ ଜଳବନ୍ଦୀ ହୋଇଛି। କେତେକ ଘରେ ମଧ୍ୟ ପାଣି ପଶିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। କଳାହାଣ୍ଡିରେ ବାତ୍ୟା ପ୍ରଭାବ ନେଇ ଗତ ଚାରି ଦିନ ଧରି ଲାଗି ରହିଥିଲା ପ୍ରବଳ ବର୍ଷା। ଉପରମୁଣ୍ଡରେ ବର୍ଷା ଯୋଗୁଁ ମଙ୍ଗଳପୁର ବ୍ୟାରେଜର ୫ଟି ଗେଟ୍ ଖୋଲାଯାଇ ୫୫୦ କ୍ୟୁସେକ୍ସ ପାଣି ହାତୀ ନଦୀକୁ ଛଡ଼ାଯାଇଛି। କଲମପୁର କଲେଜ ପରିସରରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ ଛାତ୍ରଛାତ୍ରୀ ଓ ଲୋକେ ଅସୁବିଧାରେ ଯାତାୟାତ କରୁଛନ୍ତି।
Continuous heavy rain has worsened the situation in Kalahandi, with rising water levels in the Hati River causing floodwater to enter several areas of Kalampur block. Hundreds of acres of farmland have been submerged and multiple villages, including Balichhada, Biripur, Matikal, Pankapala and Temara, are surrounded by floodwater. Water has also entered some houses, affecting normal life. Due to heavy rain in the upper catchment, five gates of the Mangalpur Barrage were opened and 550 cusecs of water released into the Hati River. Knee-deep water has also accumulated on the Kalampur College campus, making movement difficult for students and residents.
#KalahandiFlood#HatiRiver#Kalampur#MangalpurBarrage#OdishaFlood#FloodSituation#HeavyRain#FloodUpdate#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।