Foreign Vessel Carrying Iron Ore From Paradip Goes Missing at Sea; 24 Crew Onboard
#ଗଭୀର_ସମୁଦ୍ରରେ_ଜାହାଜ_ନିଖୋଜ
ଗଭୀର ସମୁଦ୍ରରେ ନିଖୋଜ ହୋଇଛି ପାରାଦୀପରୁ ଲୁହାପଥର ନେଇ ଯାଇଥିବା ଏକ ବିଦେଶୀ ଜାହାଜ। ପାରାଦୀପ ବନ୍ଦରଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ଜାହାଜଟି ନିଖୋଜ ହୋଇଥିବା ସୂଚନା ମିଳିଛି। ପୋର୍ଟ ବ୍ଲେୟାର ସୀମା ନିକଟରେ ଏହା ନିଖୋଜ ହୋଇଥିବା ଜଣାପଡ଼ିଛି। ଜାହାଜରେ ମୋଟ ୨୪ ଜଣ କ୍ରୁ ମେମ୍ବର ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ ନାଗରିକ, ୨ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିବା ଜଣାପଡ଼ିଛି। ତେବେ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କ ନାଗରିକତା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଜାହାଜଟି କେଉଁ ପରିସ୍ଥିତିରେ ନିଖୋଜ ହେଲା ଏବଂ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ସ୍ଥିତି କଣ, ସେନେଇ ଚିନ୍ତା ବଢ଼ିଛି। ତେବେ ଏନେଇ ବନ୍ଦର କିମ୍ବା କୋଷ୍ଟଗାର୍ଡ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।
#Paradip#MissingVessel#ShipMissing#ParadipPort#IndianOcean#CoastGuard#CrewMembers#MaritimeNews#OdishaNews#PortBlair#BreakingNews#OdishaTV#OTV
A foreign vessel carrying iron ore from Paradip has reportedly gone missing in the deep sea, around 220 nautical miles from Paradip Port and near the Port Blair maritime region. According to the information available, the vessel had 24 crew members onboard, including 20 Chinese nationals, two Myanmar nationals and one Bangladeshi national. The nationality of one other crew member has not been clearly established. Concern has grown over the circumstances in which the vessel went missing and the current status of those onboard. No clear information has so far been received from the port authorities or the Coast Guard regarding the incident.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।